ଅନନ୍ତଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା
ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଲାଗି ପୁଲିସ କର୍ମଚାରୀଙ୍କ ସହ ଏସକର୍ଟ ଗାଡ଼ି ଯୋଗାଇ ଦିଆଯିବ ବୋଲି କହିଛନ୍ତି…