Odia News Portal
Monthly Archives

May 2019

ରାଜ୍ୟରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର() ଆଗାମୀ ୫ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଡଘଡି ବର୍ଷା ହେବା ସହ…

ଧରାପଡିଲା ମୋାଦିଙ୍କ ଗୁମର କଥା

ଦିଲ୍ଲୀ ()  ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟରଭ୍ୟୁ ଦେବାରେ ବ୍ୟସ୍ତ ଅଛନ୍ତି । ମୋଦି ମେ ୧୧ ତାରିଖରେ ନ୍ୟୁଜ ଚ୍ୟାନେଲ News Nation କି ଏକ ଇଣ୍ଟରଭ୍ୟୁ ଦେଇଥିଲେ । ମୋଦିଙ୍କ ଇଣ୍ଟରଭ୍ୟୁ ସାମ୍ବାଦିକ ଦୀପକ ଚୌରସିୟା ନେଇଥିଲେ ।…

ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ : ଆଜିଠୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି

ଭୁବନେଶ୍ୱର : ଓଡ଼ିଶା ହକି ପୁରୁଷ ୱାର୍ଲ୍ଡ କପର ସଫଳ ଆୟୋଜନ ପରେ ରାଜଧାନୀକୁ ପୁଣିଥରେ ହକି ଫିଭର୍ ଦେଖିବାକୁ ମିଳିବ। ଆସନ୍ତା ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାରଠାରୁ ଅନ୍‌ଲାଇନ୍‌ ଟିକେଟ୍ ବିକ୍ରି…

ବସ୍ତିବାସିନ୍ଦାଙ୍କୁ ବିଦ୍ୟୁତ ସଂଯୋଗ ଦାବିରେ ସେସୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : କେବଳ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କୁ ବିଦ୍ୟୁତ ସଂଯୋଗ ଦେଇ ୧୨ ତାରିଖରୁ ଶହେ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଥିବା ଘୋଷଣା କରିଦେଲେ ସରକାର। କିନ୍ତୁ ବ୍ୟାପକ ବସ୍ତିବାସିନ୍ଦା ଓ ସାଧାରଣ ଲୋକଙ୍କ ଘରକୁ ଲାଇନ ଆସିନାହିଁ। ଫଳରେ ୪୫ ଡିଗ୍ରୀ ଗରମରେ ସେମାନେ ଆଉଟୁ…

ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଲେ ପ୍ରମୋଦ

ଭୁବନେଶ୍ୱର : ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଛନ୍ତି। କ୍ୟାନାଡାର ଓଟାୱା ସହରର ମମ୍ପେଟିଟ୍ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ୟାନାଡା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ପଦକ ହାସଲ କରିଛନ୍ତି।…

ଟ୍ ଫିଗର୍କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ , ଜାଣନ୍ତୁ …

ସନୀ ଲିୟନୀ ଠାରୁ ବି ଅଧିକ ହଟ୍ ପ୍ରେମା ମେହତା ।ଅଭିନେତ୍ରୀ ପ୍ରେମା ମେହତା ମସ୍ତୀଜାଦେ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଭିନୟ କରି ସେ ଲାଇମ୍ଲାଇଟ୍କୁ ଆସିଥିଲେ। ପ୍ରେମା ମେହତା ତାଙ୍କ ସୁନ୍ଦରତା ଓ ହଟ୍ ଫିଗରକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାନ୍ତି।ଏହା…

ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦…

୫ଲକ୍ଷ ଘର ପାଇଁ ଦାବି ଜଣାଇଲେ ନବୀନ

ଭୁବନେଶ୍ବର () ବାତ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ପକ୍କା ଘର ଯୋଗାଣ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ଘର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏ ସମ୍ପର୍କରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଫନିରେ…

ଭୋଟ ଗଣତି ପାଇଁ ୨ଟି ପର୍ୟ୍ୟାୟରେ ଦିଆଯିବ ତାଲିମ

ଭୁବନେଶ୍ବର() ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ନିର୍ବାଚନ କମିଶନରଙ୍କ ଦ୍ଵାରା ଦୁଇ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । କେମିତି ଭୋଟ ଗଣତି ହେବ ତାହାର ଡେମୋ କରି ଦେଖାଇଛନ୍ତି ନିର୍ବାଚନ ଅଧିକାରୀ । ଆଜି ୧୪ଟି ଜିଲ୍ଳାର ରିଟର୍ଣ୍ଣିଂ ଅଫିସର ଆସିଛନ୍ତି ।…

ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ

ଭୁବନେଶ୍ବର () ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। ବାତ୍ୟା ଫୋନି ସ୍ଥିତି ନେଇ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦିୟ ଟିମ । ଆଲୋଚନା ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସ୍ଥିନି ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଟିମ୍ ଆସି ଆଜି…