ଇସ୍ତଫା ଦେଲେ ପିସିସି ସଭାପତି
ଭୁବନେଶ୍ବର() ଇସ୍ତଫା ଦେଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ।ପିସିସି ସଭାପତି ପଦରୁ ଇସ୍ତାଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିରଂଜନ । ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ…