Odia News Portal

ରାହୁଲଙ୍କୁ ହରାଇ ବିଜୟୀ ହେଲେ ସ୍ମୃତି

ଆମେଥି ବିଜୟର ମୁକୁଟ ପିନ୍ଧିଲେ ସ୍ମୃତି ଇରାନୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ବିଜୟ ହୋଇଛନ୍ତି ସ୍ମୃତି ଇରାନୀ । ଏଥିପାଇଁ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗାନ୍ଧି ପରିବାରର ପରମ୍ପରାଗତ ଆସନରୁ ସ୍ମୃତି ଇରାନୀ ବିଜୟ ହାସଲ କରିଛନ୍ତି ।