ଦେଶର ଯବାନ୍ ହେବେ କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲ
ମାଲକାନଗିରି : କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍। ଏମିତି ଏକ ଅଭିନବ ଚିନ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ଅଭିନବ ପନ୍ଥା ଅବଲମ୍ବନ କରିଛି।
ତା ସହ ସୁରକ୍ଷା ବାହିନୀରେ…