Odia News Portal
Monthly Archives

June 2019

କରଣ ଓବରଏଙ୍କୁ ଜାମିନ୍

ମୁମ୍ବାଇ()  ଜଣେ ଅଭିନେତ୍ରୀ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉକ୍ତ ଅଭିନେତ୍ରୀଙ୍କ ସହିତ ଏକ ଡେଟିଙ୍ଗ ଆପରେ କରଣ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। କିନ୍ତୁ ପରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି…

ସମ୍ବର୍ଦ୍ଧନା ସଭାରେ ସଂଘର୍ଷ

ଭୁବନେଶ୍ବର()  କେନ୍ଦ୍ରରେ ମନ୍ତ୍ରୀ ଭାର ସଂଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସଂବର୍ଧନା ଦେଇଥିଲେ ଦଳୀୟ କର୍ମୀ ।…

ଏଣିକି ଜେଲରେ ବି କଏଦୀ କରିପାରିବେ ଶପିଙ୍ଗ୍

ଚୀନ()   ଏଣିକି ଜେଲରେ ବି କଏଦୀ କରିପାରିବେ ଅନଲାଇନ ଶପିଙ୍ଗ୍ ।ଏମିତି ଏକ ଦେଶ ଅଛି ଯେଉଁଠାରେ ଜେଲରେ ଥିବା କଏଦୀଙ୍କୁ ମଧ୍ୟ ଅନଲାଇନ ଶପିଙ୍ଗ କରିବାକୁ ଅନୁମତି ଦିଆଯାଇଛି ।ଚୀନର ଗୁଆଁଗଣ୍ଡୋଜ ପ୍ରାନ୍ତର ଏକ ଜେଲରେ କଏଦୀଙ୍କ ପାଇଁ ଅନଲାଇନ ଶପିଙ୍ଗ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । କିନ୍ତୁ…

କାହିଁକି ଚଳିତ ବର୍ଷ ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ, ପଢନ୍ତୁ

ଭୁବନେଶ୍ବର()   ଚଳିତ ବର୍ଷ ସ୍ବାଧିନତା ଦିବସ ଅବସରରେ ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ । ବାତ୍ୟା ‘ଫୋନି’ ପାଇଁ ରାଜ୍ୟବାସୀଙ୍କୁ ସମ୍ମାନ ଓ ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ୨୦୧୯ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ଆଟ୍ ହୋମ୍’ ଉତ୍ସବ ଆୟୋଜନ କରିବେ ନାହିଁ। ଏ…

କେରଳରେ ମୌସୁମୀ ଛୁଇଁଲା ,ବର୍ଷା ଆରମ୍ଭ

ଭୁବନେଶ୍ବର()   କେରଳ ଛୁଇଁଲା ମୌସୁମୀ ।IMD ପୂର୍ବାନୁମାନ ଅନୁଯାୟୀ ଆଜି ମୌସୁମୀ କେରଳ ଛୁଇଁଛି ।କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।ସୂଚନା ଦେଲେ IMD ଏଡିଜି ମୃତ୍ୟୁଜଂୟ ମହାପାତ୍ର । ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮…

ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ

ଭୁବନେଶ୍ବର()  ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ୟ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ଜୁନ ୯ ଅପରାହ୍ଣ ୧୨ଟା ୪୫ରେ ନବୀନ…

ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନ

ଭୁବନେଶ୍ବର()  ୯ଟି ଜିଲ୍ଲାକୁ ସତର୍କ ସୂଚନା । ଏହି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା,…

ଆନ୍ତର୍ଜାତିକ ଦ୍ୱାଦଶ କିଟ୍‌ ଚେସ୍‌ ମହୋତ୍ସବ ଉଦଯାପିତ

ଭୁବନେଶ୍ବର : ଦ୍ୱାଦଶ ଆନ୍ତର୍ଜାତିକ କିଟ୍‌ ଚେସ୍‌ ମହୋତ୍ସବ-୨୦୧୯ ଉଦଯାପିତ ହୋଇଛି । ଭେନେଜୁଏଲାର ଗ୍ରାଣ୍ଡ ମାଷ୍ଟର ଇତୁରୀଜାଗା ୭ ପଏଣ୍ଟ ପାଇ ବୋନେଲି ‘ଏ’ କ୍ୟାଟେଗୋରୀରେ ଚାମ୍ପିଅନ୍‌ ହୋଇଥିବା ବେଳେ ତାଙ୍କୁ ଟ୍ରଫି ସହ ଦୁଇ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପୁରସ୍କାର ଆକାରରେ ଦିଆଯାଇଛି ।…

ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଦୁଇ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ । ଶପଥ ଗ୍ରହଣ ପରେ ପ୍ରଥମ ଥର ଭୁବନେଶ୍ୱର ଆସିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ।ରାଜ୍ୟ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ…

ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ : ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : ପୁରୁଷ ହକିରେ ଆଜି ଭାରତର ଦ୍ୱିତୀୟ ବିଜୟ ହୋଇଛି । ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି ଭାରତ । ଅଧିନାୟକ ମନପ୍ରୀତ ସିଂହଙ୍କୁ ୨ ଓ ହରମନପ୍ରୀତ ସିଂହଙ୍କୁ୧ ଗୋଲ ମିଳିଛି । କାଲି ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା ଭାରତ ।