Odia News Portal
Monthly Archives

July 2019

ଘୁଂଚିଲା କର୍ଣ୍ଣାଟକ ମାମଲାର ଶୁଣାଣି

ବେଙ୍ଗାଲୁରୁ() ବିଦ୍ରୋହୀ ବିଧାୟକଙ୍କ ଇସ୍ତ୍ରଫା ଓ ଅଯୋଗ୍ୟତା ସମ୍ପର୍କରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତି ନ ନେବାକୁ କୋର୍ଟ ଆଜି କହିଛନ୍ତି । ମାମଲାର ଶୁଣାଣି ଆସନ୍ତା ମଙ୍ଗଳବାର ଅର୍ଥାତ୍ ୧୬ ତାରିଖରେ ହେବ । ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କ ଉପରେ ମଙ୍ଗଳବାର ଯାଏ କୌଣସି…

ଓଡିଶାକୁ ଚରମ ଅବହେଳା: ମହାରଥୀ

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି  । ଆଜି ଶୂନ୍ୟକାଳରେ କେନ୍ଦ୍ର ଅବହେଳାର କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ । ପର୍ୟ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଅବହେଳା କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାର…

ଶ୍ରୀମନ୍ଦିର ଫେରୁଛନ୍ତି ମହାବାହୁ

ପୁରୀ() ଆଜି ପ୍ରବିତ୍ର ବାହୁଡା ଯାତ୍ରା । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାବାହୁ । ଶେଷ ହେଲା ଛେରା ପହଁରା । ଜନ୍ମବେଦୀ ଛାଡ଼ି ଆଜି ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ…

କୃଷି ମନ୍ତ୍ରୀଙ୍କ ସରପ୍ରାଇଜ ଚେକ : କର୍ମଚାରୀ ଛାନିଆ

ଭୁବନେଶ୍ବର : ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଗତକାଲି କିଷାନ କଲ୍ ସେଣ୍ଟର୍ ବୁଲିଛନ୍ତି। ଭୁବନେଶ୍ବରସ୍ଥିତ ଇମେଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିବା ବେଳେ କ୍ୟାମ୍ପସରେ ଥିବା କିଷାନ୍…

ଶୁଭ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଓ କୁଶପୁତଳିକା ଦାହ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ଶୁଭ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର ପ୍ରତିବାଦ ଓ ତାଙ୍କର ଗିରଫ ଦାବୀ କରି…

ଆମେରିକାରେ ଓଡ଼ିଆ ଝିଅର କୃତିତ୍ୱ

ଭୁବନେଶ୍ୱର : ଓଡ଼ିଆ ସୋସାଇଟି ଅଫ୍‍ ଆମେରିକା (ଓସା) ପକ୍ଷରୁ ଆଟଲାଣ୍ଟା ମହାନଗରୀରେ ଅନୁଷ୍ଠିତ ସମାବେଶରେ ଓଡ଼ିଆ ଝିଅ ଦେବାଂଶୀ ନିକିତା ଚୌଧୁରୀଙ୍କୁ କଳା କ୍ଷେତ୍ରରେ ତାଙ୍କ କୃତିତ୍ୱ ଲାଗି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବଂଶୀବାଦକ ପଣ୍ଡିତ…

ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ “ଓଡିଶା ଡେଭଲପ୍ମେଣ୍ଟ ଡେ” କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ

ନିଉଜର୍ସି : ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍ଲାଣ୍ଟା ସିଟି ର ନିଉଜର୍ସି ସ୍ଥିତ ହେରା ରିସୋର୍ଟ୍ସ ରେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପୀ ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବର ପ୍ରାରମ୍ଭିକ ଅପରାହ୍ନରେ“ଓଡିଶା ଡେଭଲପ୍ମେଣ୍ଟ ଡେ” ଆଲୋଚନାରେ ପୂର୍ବତନ ବିଧାୟକ ତଥା…

ହିରୋ ଚ୍ୟାଲେଞ୍ଜ୍ର ବିଜେତା ହେଲେ ମାଟ୍ ଫିଟଜ୍ପ୍ୟାଟ୍ରିକ୍

ଚଳିତ ସିଜିନ୍ର ହିରୋ ଚ୍ୟାଲେଞ୍ଜ୍ ଇଡେନ୍ବର୍ଗ ନିକଟସ୍ଥ ନର୍ଥ ବେରୱିକ୍ର ରିନାଇସାନ୍ସ୍ କ୍ଲବ୍ରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍କଟିଶ୍ ଓପନ୍-୨୦୧୯ ପୂର୍ବର୍ରୁ ଏହା ସମ୍ପନ୍ନ ହୋଇଛି । ଏଥିରେ ଇଂଲଣ୍ଡର ମାଟ୍ ଫିଟଜ୍ପ୍ୟାଟ୍ରିକ୍ ଆମେରିକାର ମାଟ୍ କୁଚରଙ୍କୁ ପରାଜିତ କରିଛନ୍ତି ।…

ଧୋନିଙ୍କୁ ଲତାଙ୍କ ନିବେଦନ

ମୁମ୍ବାଇ()  କ୍ରିକେଟ୍ ପ୍ରେମୀ ଏବଂ ଧୋନି ପ୍ରଶଂସକ ହେଉଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ଏବେ କ୍ରିକେଟ୍ରୁ ଅବସର ନନେବା ପାଇଁ । ଟୁଇଟ୍ କରି ଲତା କହିଛନ୍ତି ଯେ ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ତେଣୁ ଅବସର କଥା ଆପଣ ମନକୁ ଆଣନ୍ତୁ…

କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ବର()  ପାଟକୁରା ନିର୍ବାଚନକୁ ଆଉ ମାତ୍ର ୮ ଦିନ ।ଆସନ୍ତା ୨୦ରେ ନିର୍ବାଚନ ହେବାକୁ ଯାଉଛି । ଏହା ପରେ ଜୁଲାଇ ୨୪ରେ ଭୋଟ ଗଣତି ହେବ । ଏହାପରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କଲା…