ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି
ନୂଆଦିଲ୍ଲୀ() ଗୁରୁବାର ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହୋଇଛି। କଂଗ୍ରେସ-ଜେଡିଏସର ୧୦ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ସନ୍ଧ୍ୟାରେ ସମସ୍ତ ବିଧାୟକ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରମେଶ କୁମାରଙ୍କୁ ଭେଟନ୍ତୁ…
