ନବୀନ ନିବାସରେ ପାଟକୁରା ଫଳାଫଳ ସମୀକ୍ଷା
ଭୁବନେଶ୍ବର() ଗତକାଲି ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ପକ୍ଷରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ପାଟକୁରା ଓ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ ବିଜୟ ଉସ୍ôବ ପାଳନ କରାଗଲା । ଏହି ନିର୍ବାଚନ ଦାୟୀତ୍ୱରେ ଥିବା ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ମାନେ ନବୀନ…