ତୃତୀୟ ଥର ବିବାହ କରିବେ ଏହି ଅଭିନେତ୍ରୀ
ଚର୍ଚ୍ଚାରେ ସ୍ନେହା ବାଘ । ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍ ସୋରେ ଅଭିନୟ କରିଛନ୍ତି। ତାଙ୍କ କାମକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଖୁବ ପ୍ରଶଂସା କରିଥାଏ। ହେଲେ ଆଜିକାଲି ତାଙ୍କ ତୃତୀୟ ବିବାହ ଏବେ ହଟ୍ ଟପିକ୍ ହୋଇଛି।…
