କିଟ୍ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଓ କେମ୍ବ୍ରିଜ୍ ଵିଶ୍ଵଵିଦ୍ୟାଳୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିଟ୍ ଵିଶ୍ଵଵିଦ୍ୟାଳୟର ସ୍କୁଲ୍ ଅଫ୍ ଆର୍କିେ ଟକ୍ଟ ଏବଂକେମ୍ବ୍ରିଜ୍ ଵିଶ୍ଵଵିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ ସେଣ୍ଟର…
