Odia News Portal
Monthly Archives

August 2019

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହବର୍ଷା ହେବା ସମ୍ଭାବନା ରହିଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ କଟକ। ଘଡ଼ଘଡ଼ି ଓ ବିଜୁଳି ସହ…

ଦ୍ଵିତୀୟ ଦିନରେ ୨୭ କୋଟି

ମୁମ୍ବାଇ ()  ଜନ୍ ଆବ୍ରାହମଙ୍କ ସିନେମା ‘ବାଟଲା ହାଉସ୍’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି ଜନ। ଏହି ସିନେମା ପ୍ରଥମ ଦିନରେ ହିଁ ୧୪.୫୯ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ଵିତୀୟ ଦିନରେ ୧୩ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାସହ ଏହି ଫିଲ୍ମଟି…

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପୁସ୍ତକ

ମୁମ୍ବାଇ () ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ୮୦ ଦଶକରେ ସେ ଦର୍ଶକଙ୍କୁ ଏମିତି କିଛି ଅଭିନୟ ଭେଟି ଦେଇଛନ୍ତି ଯାହା…

ଚର୍ଚ୍ଚାରେ ମୁକୁନ୍ଦପୁରପାଟଣା ସରପଞ୍ଚ

କେନ୍ଦୁଝର : ସ୍କୁଲ ପିଲାଙ୍କ ବସ୍ତାନୀ ବୋଝ କମାଇବା ପାଇଁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ନିୟମକୁ ପାଳନ କରିବା ପାଇଁ କେନ୍ଦୁଝର ଜିଲ୍ଲା ମୁକୁନ୍ଦପୁରପାଟଣା ସରପଞ୍ଚ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ । ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ନିଜ ପଞ୍ଚାୟତର…

ବଜରଙ୍ଗ ପୂନିଆଙ୍କୁ ମିଳିବ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ମିଳିବ ଚଳିତ ବର୍ଷର ଖେଳରତ୍ନ ପୁରସ୍କାର। ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଶୁକ୍ରବାର ତାଙ୍କ ନାମରେ ପ୍ରାୟତଃ ମୋହର ଲାଗିଛି। ଅବସରପ୍ରାପ୍ତ…

ବନ୍ୟା ପାଣିରେ ଧୋଇଗଲା ଏପ୍ରୋଚ୍ ରୋଡ୍, ଆନ୍ଧ୍ର ଓ ଓଡିଶା ମଧ୍ୟରେ ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍

ଗୁଣୁପୁର : ବନ୍ୟା ପାଣିରେ ଧୋଇଗଲା ଏପ୍ରୋଚ୍ ରୋଡ୍ । ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି । ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ…

ସ୍କୁଲରେ ସପ୍ତାହେ ହେଲା ଝୁଲୁଛି ତାଲା

କଳାହାଣ୍ଡି : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ସପ୍ତାହେ ହେଲା ଝୁଲୁଛି ତାଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଛନ୍ତି । ବିଦ୍ୟାଳୟରେ ମୋଟ୍ ୨୬୬ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଥିଲେ ମାତ୍ର ୪ଜଣ…

ପାଞ୍ଚଟି ଭିଟାମିନର ଅଭାବ ଆଖି ତଳ କଳା ପଡ଼ିବାର ମୁଖ୍ୟ କାରଣ, ସେବନ କରନ୍ତୁ ଏହି ଖାଦ୍ୟ

ସାଧାରଣତଃ ଝିଅମାନେ ସୁନ୍ଦର କୋମଳ ଏବଂ ସୁନ୍ଦର ତ୍ୱଚା ଚାହିଁଥାନ୍ତି। ମାତ୍ର ଆଖି ତଳେ କଳା ପଡ଼ିଯିବା ଫଳରେ ମୁହଁରୁ ସୁନ୍ଦରତା କମିଯାଏ । ଏହା ପ୍ରାୟତଃ ଚିନ୍ତା ,ସଠିକ ଭାବେ ନିଦ ନହେବା , କମ୍ପ୍ୟୁଟରରେ ଲଗାତାର କାର‌୍ୟ୍ୟ କରିବାରୁ ହୋଇଥାଏ । ତେଣୁ କମ ବୟସରେ ମଧ୍ୟ ଆଖି ତଳେ କଳା ଦାଗ…

ଆଜିଠାରୁ ଜମ୍ମୁ-କଶ୍ମୀରରେ ଖୋଲିବ ଫୋନ ଲାଇନ

ନୂଆଦିଲ୍ଲୀ()  ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେବ ଟେଲିଫୋନ୍ ସେବା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ । ସେ କହିଛନ୍ତି ଏବେ ସେଠାରେ ସୁରକ୍ଷା ବ୍ୟବସ୍ଥା ସହ ପାଣି, ବିଜୁଳି ଓ ମେଡିକାଲ ସୁବିଧା ଦିଆଯାଉଛି। ଆସନ୍ତା ସୋମବାରଠାରୁ ସବୁ ସ୍କୁଲ ଓ…

ଅମୃତା- ସୈଫଙ୍କ ବିଚ୍ଛେଦର କାରଣ ଜାଣନ୍ତୁ …

ମୁମ୍ବାଇ ()  ବଲିଉଡ ତାରକା ମାନଙ୍କ ବିବାହ ଏବଂ ବିଚ୍ଛେଦ ଅନେକ ସମୟରେ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଅମୃତା ଏବଂ ସୈଫଙ୍କ ବିବାହ ବାଙ୍ଗିବାର କାରଣ ଜଣାଇବୁ । ୧୯୯୧ରେ ବଲିଉଡ୍ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୪ରେ ଦୁଇଜଣଙ୍କ ମଧ୍ୟରେ ବିବାହ…