Odia News Portal
Monthly Archives

August 2019

ବ୍ରିଟିଶ ପରମ୍ପରା ଗାର୍ଡ ଅଫ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର () ରାଜ୍ୟରେ ଗାର୍ଡ ଅଫ ଅନର ବ୍ୟବସ୍ଥାର ଉଚ୍ଛେଦ ହେଲା । ଆଜିଠାରୁ ଏହି ବ୍ରିଟିଶ ପରମ୍ପରାର ଉଚ୍ଛେଦ କରାଗଲା । ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି କେବଳ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ…

ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ

କଟକ : ମନ୍ଦିରରେ ପଶିଲା ପାଣି । ମହାନଦୀରେ ପାଣି ବଢି କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ଫଳରେ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିର ଓ ମନ୍ଦିର ବେଢାରେ ୫ ଫୁଟରୁ ଅଧିକ ପାଣି ଚାଲୁଛି । ସେପଟେ ଦର୍ଶନ ନପାଇ ଭକ୍ତମାନେ ନିରାଶ…

ପୁଣି ଲଜ୍ଜା : ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ

ବାଲେଶ୍ୱର : ସୋର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ କରିବାର ୧୨ ଦିନ ପରେ ବି ମିଳିନି ଅଭିଯୁକ୍ତଙ୍କ ସୁରାକ୍‌ । ସେପଟେ ନାବାଳିକାର ପରିଚୟ ମିଳିପାରି ନଥିବା ବେଳେ ମାମଲା ରୁଜୁ କରିପାରୁନି ପୋଲିସ । ଜଣେ ଯୁବକ ନାବାଳିକାକୁ ବୁଲାଇ ଆଣିବାକୁ କହି ଥଣ୍ଡା…

ଆଜି ତୃତୀୟ ଦିନିକିଆ, ଶୃଙ୍ଖଳା ଲକ୍ଷ୍ୟରେ ଭାରତ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ଭାରତ ୧-୦ରେ ସିରିଜ୍‌ ଆଗୁଆ ଥିବାରୁ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବ । ସେହିପରି ୱେଷ୍ଟଇଣ୍ଡିଜ୍‌ ଦଳ ମ୍ୟାଚ୍‌ ଜିତି ସିରିଜ୍‌ ବରବାର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବର୍ଷା ଯୋଗୁ…

ସୋସିଆଲ ମିଡିଆ ମାଧ୍ୟମରେ ବିଜେଡିକୁ ଘାଇଲା କରୁଛନ୍ତି ଦଳୀୟ ନେତା

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ବିଧାୟକ ହେଲେ । ଭୋଟ ବେଳେ ଲୋକଙ୍କୁ କହିଲେ ଆମେ କିଛି ନୁହେଁ, ସବୁ ହେଉଛନ୍ତି ନବୀନ । ଲୋକେ ବି ନବୀନଙ୍କ ମୁହଁକୁ ଚାହିଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ପିଟିଲେ । ବିଧାୟକ ହେବାପରେ କିନ୍ତୁ କିଛି ବିଜେଡି ନେତାଙ୍କ ରଙ୍ଗ ବଦଳିବାରେ ଲାଗିଛି ।…

ଖୋଲିଲା ହକି ପ୍ରଶିକ୍ଷଣ ଏକାଡେମୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହକି ପ୍ରଶିକ୍ଷଣ ଏକାଡେମୀ ପାଇଁ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଏବଂ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରାଯିବ । ରାଜ୍ୟର କ୍ରୀଡ଼ା…

ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍ବାଧୀନତା ଦିବସ ସଚେତନତା ସୃଷ୍ଟି ସମାବେଶ

ଭୁବନେଶ୍ବର : ସ୍ବାଧୀନତା ଦିବସକୁ ନିର୍ବିଘ୍ନ ଏବଂ ଆନନ୍ଦ ଉଲ୍ଲାସ ସହିତ ପାଳନ କରିବା ପାଇଁ ବିଜେବି କଲେଜର ଛାତ୍ର ଛାତ୍ରୀମାନେ କରିଛନ୍ତି ସଚ୍ଚେତନତା ସମାବେଶ। ଛାତ୍ର ଛାତ୍ରୀମାନେ ରାଷ୍ଟ୍ରର ଏକ ବଡ ଶକ୍ତି । ଛାତ୍ର ଶକ୍ତି ଆଗକୁ ଆସିଲେ ଦେଶର ସୁରକ୍ଷା ଓ ସମୃଦ୍ଧି ଆଗକୁ ବଢିବ । ଏଥିପାଇଁ…

ଅଡୁଆରେ ମିକା ସିଂ

ଅଡୁଆରେ ଲୋକପ୍ରିୟ ଗାୟକ ମିକା ସିଂ । ପାକିସ୍ତାନରେ ଗୀତ ଗାଇ ଅଡୁଆରେ ମିକା । ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି…

ଆସୁଛି ବଡ ବର୍ଷା, ସତର୍କ ରୁହ ୧୪ ଜିଲ୍ଲା

ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ଜିଲାରେ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା,…

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର () ସିବିଏସଇ ପକ୍ଷରୁ ନିକଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କଙ୍କୁ ଏକ ଚିଠି…