Odia News Portal
Monthly Archives

August 2019

ଆପଣଙ୍କ ସମସ୍ତ ପ୍ରକାର ଦୁଃଖ କଷ୍ଟ ହୋଇଯିବ ଦୂର : ଦେହରେ ପିନ୍ଧନ୍ତୁ ଏହି ଜିନିଷ

ନିଜର ସୈାନ୍ଦର‌୍ୟ୍ୟ ବୃଦ୍ଧି କରିବା ପାଇଁ ଏବଂ ନିଜକୁ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ମୋତିରେ ନିର୍ମିତ ହୋଇଥିବା ଆଭୂଷଣ ପିନ୍ଧିବା ପସନ୍ଦ କରନ୍ତି। ମୋତିର ଆଭୂଷଣ ଆଜିକାଲି ଖୁବ୍ ପସନ୍ଦ କରାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ମୋତିର ଆଧ୍ୟାତ୍ମିକ ରୂପରେ ମଧ୍ୟ ମହତ୍ତ୍ବ ରହିଛି।…

ଅଭିନେତ୍ରୀ ସଫାକ ନାଜଙ୍କ ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ଲାଗିଲା ନିଆଁ

ମୁମ୍ବାଇ : ବଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି ଫେମସ ଅଭିନେତ୍ରୀ ମୋନି ରଏ, ପ୍ରାଚୀ ଦେସାଇଙ୍କ ପରେ ଏବେ ଅଭିନେତ୍ରୀ ସଫାକ ନାଜ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ସଫାଜ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି।…

ଜାଣନ୍ତୁ ସ୍ୱଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ …

ଭୁବନେଶ୍ୱର()  ଆସନ୍ତା ସ୍ୱଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଅନୁÂିତ ରାଜ୍ୟ ସ୍ତରୀୟ ପ୍ୟାରେଡ ଉସ୍ôବରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ । ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମଧ୍ୟରୁ କଟକରେ ଅର୍ଥମନ୍ତ୍ରୀ ନିରଂଜନ…

ତାଗିଦ ପରେ ବି ସଂସଦରେ ଅନୁପସ୍ଥିତ

ନୂଆଦିଲ୍ଲୀ ()  ସଂସଦରେ ଉପସ୍ଥିତ ରହୁ ନାହାନ୍ତି ସନ୍ନି ଦେଓଲ। ମୋଦୀଙ୍କ ତାଗିଦ୍ ପରେ ମଧ୍ୟ ବଲିଉଡ୍ ଅଭିନେତା ତଥା ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ସନ୍ନି ଦେଓଲ ସଂସଦରେ ଅନପସ୍ଥିତ ରହିଥିବା ଦେଖା ଯାଇଛି ।୩୭ଦିନ ମଧ୍ୟରୁ ସେ ୨୮ଦିନ ସଂସଦରେ ଅନୁପସ୍ଥିତ ରହିଥିବା ଜଣା ପଡ଼ିଛି । ଏ…

୧୨ରୁ ପ୍ରବଳ ବର୍ଷା

ଭୁବନେଶ୍ୱର() ୧୨ ତାରିଖ ଯାଏ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ୧୨ ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ବଢିବ । ସେପଟେ ସମୁଦ୍ର ଅଶାନ୍ତ ଥିବାରୁ…

ନବୀନଙ୍କ ଫୋକସରେ ଚାଷୀଙ୍କ ଆୟ

ଭୁବନେଶ୍ୱର() ଚୂଡାନ୍ତ କୃଷିନୀତି ପୂର୍ବରୁ ପ୍ରକାଶ ପାଇଲା ଚିଠା କୃଷିନୀତି ୨୦୧୯ । ଏହି ଚିଠାରେ କାଳିଆ ଯୋଜନାକୁ ୫ବର୍ଷ ଯାଏଁ ରଖିବାକୁ ଉଲ୍ଲେକ କରାଯାଇଛି । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା…

ବିମାନବନ୍ଦରରେ କଡା ସୁରକ୍ଷା

ଭୁବନେଶ୍ୱର() ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସମସ୍ତ ବିମାନବନ୍ଦର ସୁରକ୍ଷା ବଢାଇ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯାଇଛି। ଏବଂ ବିମାନବନ୍ଦରରେ…

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

ବଢିଲା ହୀରାକୁଦ ଜଳସ୍ତର । ଲଗାଣ ବର୍ଷା ଯୋଗୁଁ  ହୀରାକୁଦରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ବର୍ତ୍ତମାନ ୬୦୭.୯୭ ଫୁଟରେ ପହଂଚିଲାଣି । ଡ୍ୟାମକୁ ସେକେଣ୍ଡ ପିଛା ୧ଲକ୍ଷ ୯୦ହଜାର…

ଜାମ୍ମୁ-କାଶ୍ମୀର ସହ ଲଦାକରେ ଆରମ୍ଭ ହେଲା ନୂଆ ଯୁଗ : ମୋଦୀ

ନୂଆଦିଲ୍ଲୀ() ସଂସଦର ଉଭୟ ଗୃହରେ ସମ୍ବିଧାନର ୩୭୦ ଧାରା ଉଚ୍ଚେଧ ହେବା ପରେ ପ୍ରଧାନମନ୍ତ୍ରୀ ଗତକାଲି ପ୍ରଥମ ଥର ପାଇଁ କାଶ୍ମୀରକୁ ନେଇ ମୁହଁ ଖୋଲିଛନ୍ତି । ଦେଶବାସୀଙ୍କ ଉଦେ୍ଧଶ୍ୟରେ ଏକ ଅଭିଭାଷଣ ଦେଇ ଜାମ୍ମୁ-କାଶ୍ମୀର ସମ୍ପର୍କରେ ସମଗ୍ର ଦେଶ ଏକ ଐତିହାସିକ ନିଷ୍ପତି ନେଇଛି ବୋଲି କହିଛନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁସାରେ କୁମାରୀ ଝିଅଙ୍କ ପାଇଁ ବହୁତ ଖାସ ଏହି ଦିନ, ନିଶ୍ଚୟ କରନ୍ତୁ ଏହି କାମ

ବାସ୍ତୁ ବିଜ୍ଞାନ ମଣିଷଙ୍କର ଅନେକ ସମସ୍ୟା ଦୂର କରିଥାଏ ଓ ଠିକ୍‌ ସେହିଭଳି ବିବାହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରେ। ନଖ ଦ୍ବାରା ମଧ୍ୟ ବିବାହରେ କୌଣସି ବାଧାକୁ ଦୂର କରାଯାଇପାରେ। ଏହି କଥା ବିଶ୍ବାସ କରିବା କଷ୍ଟକର, ହେଲେ ଏହା ସତ। ତେଣୁ ଏହି ଉପାୟ ଦ୍ବାରା ଝିଅମାନଙ୍କ ବିବାହରେ ଥିବା…