Odia News Portal
Monthly Archives

August 2019

କାଳିଆରୁ ହଟିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର()  କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ।ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଅଣାଯିବ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ପଞ୍ଚାୟତ କାର୍ୟ୍ୟାଳୟଗୁଡ଼ିକରେ ଯୋଗ୍ୟ…

ବିଜୁଙ୍କୁ ଦିଆଯାଉ ଭାରତ ରତ୍ନ ସମ୍ମାନ: ପିନାକୀ

ଭୁବନେଶ୍ବର (): କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ପୂରା ଦେଶ ସ୍ବାଗତ କରୁଛି । କାଶ୍ମୀରରେ ସୃଷ୍ଟି ହୋଇଥିବା ଅରାଜକତାର ମୂଳୋତ୍ପାଟନ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବା ବେଳେ ପାକିସ୍ତାନ କବଳରୁ କାଶ୍ମୀରକୁ ମୁକ୍ତ କରିବାରେ ପ୍ରବାଦ ପୂରୁଷ…

ଫୋନି ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର () ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନୀ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟର ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟମ ଅତିଥି ଭାବେ ମିଳିତ ଜାତିସଂଘର ଭାରତେ ଅବସ୍ଥାପିତ…

ବଦଳିବେ ପୋଲିସ ଡିଜିପି

ଭୁବନେଶ୍ବର()  ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମୋଦନ କରିସାରିଛନ୍ତି। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଶର୍ମା ଲୋକାଯୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର…

ଗାନ୍ଧି ମାର୍ଗରେ ହେବନି ସ୍ୱାଧୀନତା ଦିବସ ଉତ୍ସବ

ଭୁବନେଶ୍ବର()  ବଦଳିଛି ସ୍ବାଧୀନତା ଦିବସ ଉତ୍ସବ ସ୍ଥଳ ।ଭୁବନେଶ୍ୱର ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ ।ଏ ନେଇ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସବୁ ବର୍ଷ ଭଳି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ…

ହଜିଗଲା ମାନବିକତା, ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ

ଜଳେଶ୍ବର : ହଜିଯାଇଛି ମାନବିକତା । ପିଣ୍ଢାରେ ପଡିରହିଛି ସ୍ବାମୀଙ୍କ ମରଶରୀର । ସ୍ବାମୀଙ୍କ ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ । ସକାଳରୁ ସନ୍ଧ୍ୟା ଯାଏଁ   ପିଣ୍ଢାରେ ପଡ଼ିରହିଲା ଶବ । ସ୍ତ୍ରୀ, ପୁଅ ଓ ଝିଅ ଗାଁ ମାଲିକଙ୍କ ହାତଧରି କାନ୍ଦି ନେହୁରା…

ଆଜି ଶେଷ ଟ୍ବେଣ୍ଟି-୨୦ : ଚୂଡାନ୍ତ ଏକାଦଶ ବଦଳାଇଵ ଭାରତ

ଗୁଆନା : ଆଜି ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ୩ୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ଆଜି ୱେଷ୍ଟଇଣ୍ଡିଜର ଗୁଆନା ସ୍ଥିତ ପ୍ରୋଭିଡିଏନ୍ସ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ମ୍ୟାଚ ଖେଳାଯିବ । ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ । …

ଆକ୍ସନ ମୋଡରେ ପୋଲିସ, ଭୁବନେଶ୍ବର ପରେ କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡା : ଆକ୍ସନ ମୋଡରେ ପୋଲିସ। କେନ୍ଦ୍ରାପଡାରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ମେହତାବ। ତାର ଦୁଇଟି ଗୋଡରେ ୩ଟି ଗୁଳି ବାଜିଛି। କଂସାର ରୋଡ ନିକଟରେ ଏହି ଏନକାଉଣ୍ଟର ହୋଇଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।…

ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତର ପୁରୁଷ ଓ ମହିଳା ଦଳ ଘୋଷିତ, ଦଳରେ ଅଛନ୍ତି ୪ ଜଣ ଓଡ଼ିଆ

ଭୁବନେଶ୍ୱର : ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷିତ ହୋଇଛି। ୧୨ ଜଣିଆ ମହିଳା ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ, ହୁପି ମାଝୀ, ମୀରାରାଣି ହେମ୍ବ୍ରମ୍‌ ଓ ଶୁଭଲକ୍ଷ୍ମୀ ବାରିକ। ଏହି ୪ ଜଣଙ୍କ ଭିତରୁ ସୁମିତ୍ରା ନାୟକ, ହୁପି…

ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ମାତ୍ର ସହଜ ଉପାୟରେ ଏଥିରୁ ଆମେ ଦୂରେଇ ରହିପାରିବା। ଅଧିକ ଚିନ୍ତା କରନ୍ତୁ ନାହିଁ:…