Odia News Portal
Monthly Archives

August 2019

କୁନ୍ଦୁଲି ମାମଲାର ରିପୋର୍ଟ ୪ସପ୍ତାହରେ ଦେବାକୁ ନିର୍ଦ୍ଦେଶ

କୋରାପୁଟ()  ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ସପ୍ତାହରେ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାସହ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ହାଇକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ…

ଆକ୍ସନ ମୋଡରେ ମନ୍ତ୍ରୀ ସୁଶାନ୍ତ ସିଂହ : ଯନ୍ତ୍ରୀ ଓ ଠିକାଦାରଙ୍କର ଭିତରେ କୋକୁଆ ଭୟ

ଭୁବନେଶ୍ବର : ଅଫିସ ର ଏସି ଚାମ୍ବର ରେ ବସି ନୁହେଁ , ବରଂ ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସୁବିଧା ଅସୁବିଧା ବୁଝ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ…

ଆଉ ଏକ ଲଘୁଚାପ : ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ଲାଗି ରହିବ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ୪ ତାରିଖ ବେଳକୁ ଅଧିକ ଘନୀଭୂତ ହେବ । ଫଳରେ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ…

ଭିଜିଲାନ୍ସ ଜାଲରେ ସରପଞ୍ଚ

କଳାହାଣ୍ଡି : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜ ପଚାଂୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଚାଂୟତ କାର୍ଯ୍ୟାଳୟରେ ଚଢାଉ ଜାରି । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍…

ଦିଲ୍ଲୀରେ ବିକ୍ରି ହେଲେ ଓଡିଆ ଝିଅ

ସୁନ୍ଦରଗଡ : ପୁଣି ଲଜ୍ଜା । ଦିଲ୍ଲୀରେ ବିକ୍ରି ହେଲେ ପଲ୍ଲୀର ଝିଅ । ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା କୁଲବା ଗାଁର ଜଣେ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଳବାର ପୀଡିତା ଯୁବତୀ ସାନ ଭାଇକୁ ଫୋନ କରି ଜଣେ ମହିଳା ତାଙ୍କୁ ବିକ୍ରି କରିଦେଇଥିବା…

ଅଗଷ୍ଟ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ପୁରା ଛୁଟି ତାଲିକା ଜାଣନ୍ତୁ …

ଅଗଷ୍ଟମାସରେ ଜାତୀୟ ଦିବସ ସମେତ ଦେଶରେ ଅନେକ ପର୍ବ ପର୍ବାଣୀ ପାଳିତ ହେବ । ଏଣୁଏହି ସବୁ ଦିନ ଗୁଡିକରେ ଜାତୀୟକରଣ ସମେତ ଘରୋଇ କ୍ଷେତ୍ରର ବ୍ୟାଙ୍କବି ଛୁଟି ରହିବ। ଏଣୁ ଆଗୁଆ ଛୁଟି ଦିନଗୁଡିକୁ ଦେଖି ବ୍ୟାଙ୍କ କାମ କରିଦେଇଥିଲେ ଛୁଟିରେ ଆଉ ଗ୍ରାହକଙ୍କୁ ଇରାଣ ହେବାକୁ ପଡିବ ନାହିଁ। ତେବେ ଏହି…

ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସଟ୍ଟ

ଭୁବନେଶ୍ବର : ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ। ଲମ୍ବା ପ୍ୟାଣ୍ଟ୍‌ ଏହିଦିନେ ପିନ୍ଧନ୍ତୁ ନାହିଁ। ଯଦି ପିନ୍ଧୁଛନ୍ତି ତେବେ ଆପଣ ଚାହିଁଲେ ଏହାକୁ ଆପଣଙ୍କ ସୁବିଧା…

ତିନ ତଲାକକୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ

ଭୁବନେଶ୍ବର () ତିନ ତଲାକ ବିଲ ସଂସଦର ମଂଜୁରୀ ପାଇସାରିଥିଲେ ବି ଏହାର ତାତି ଆଜି ଓଡିଶା ବିଧାନସଭାରେ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଏକ ବକ୍ତବ୍ୟକୁ ନେଇ ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ବିଷ୍ଣୁ ସେଠୀ କହୁ କହୁ କହିଦେଲେ ଯେ, ମଧ୍ୟଯୁଗୀୟ ପରମ୍ପରା ତ୍ରିପଲ ତଲାକ…

ଆସନ୍ତାକାଲି ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ()  ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲ ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏକ ଜଉମୁଦ ଥିବା କଭର୍ରେ ଏହି ରିପୋର୍ଟକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିକଟରେ ଦାଖଲ କରାଯାଇଛି। ତେବେ…

ଦୁଇ ମନ୍ତ୍ରୀଙ୍କ ସପ୍ରାଇଜ ଭିଜିଟ

ଭୁବନେଶ୍ବର () ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳ ଗସ୍ତ କରିବା ସହ ସପ୍ରାଇଜ ଭିଜିଟ ପାଇଁ ପରାମର୍ଶ ଦେଇଥିଲେ । ସେହି କ୍ରମରେ  ରାଜ୍ୟର ଦୁଇ ଯୁବ ମନ୍ତ୍ରୀ ସୁଶାନ୍ତ ସିଂହ ଓ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର…