Odia News Portal
Monthly Archives

August 2019

ଓଡ଼ିଶାର ଗର୍ବ ପ୍ରମୋଦ

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାରରେ ସମ୍ମାନିତ। ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ ପ୍ରମୋଦ ରାଷ୍ଟ୍ରପତି ପୃରାମନାଥ କୋବିନ୍ଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ…

ଆସିଲା ଇଲେକ୍ଟ୍ରିକ୍ ବାଇକ୍ ରିଭୋଲ୍ଟ ଆରଭି ୪୦୦ ଓ ଆରଭି ୩୦୦

ନୂଆଦିଲ୍ଲୀ : ରିଭୋଲ୍ଟ ଇଣ୍ଟେଲକର୍ପ ଇଲେକ୍ଟ୍ରିକ୍ ବାଇକ୍ ରିଭୋଲ୍ଟ ଆରଭି-୪୦୦ ଓ ଆରଭି ୩୦୦ ଇଲେକ୍ଟ୍ରିକ ବାଇକ୍ ଭାରତ ବଜାରରେ ଅଫିସିଆଲି ଲଞ୍ଚ କରିଛି। ଏହି ବାଇକ୍ ଦେଶର ପ୍ରଥମ ଏଆଇ ସକ୍ଷମ ଇଲେକ୍ଟ୍ରିକ ବାଇକ୍, ଯେଉଁଥିରେ ଏଆଇ ଟେକ୍ନୋଲୋଜି ରହିଛି। ଏହାର ବୁକିଂ ଜୁଲାଇରୁ ଆରମ୍ଭ ହୋଇଥିଲା,…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଚନ୍ଦ୍ର କୋଣଭାବରେ ରହିଥିବାରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନରୁ ଲାଗିରହିଥିବା ମନୋମାଳିନ୍ୟ ଦୂରେଇ ଯିବ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ଯେଉଁଥିପାଇଁ ଚିନ୍ତା…

୧୭ ବର୍ଷ ପରେ ଏମତି ଦେଖାଯାଉଛନ୍ତି କାଣ୍ଟା ଲଗା ଗାଲ,ଦେଖନ୍ତୁ ଫଟୋ

୨୦୦୨ ମସିହାରେ ‘ମୁଝସେ ସାଦି କରୋଗେ’ ଚ୍ଚଳଚ୍ଚିତ୍ରରେ ।କାଣ୍ଟା ଲଗା ଗାଲ ସେଫାଲି ଜରିୱାଲା ଆଜି ହିଟରେ । ଏହି ଫିଲ୍ମରେ ତାଙ୍କୁ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଗିତରେ ସେଫାଲି ଲୋକଙ୍କ ମନରେ ରାଜ କରିଥିଲେ । ଆଉ ସେ କାଣ୍ଟା ଲଗା ଗାଲ ନାମରେ ପରିଚିତ…

ଭାରତରେ ୫ ଟଙ୍କା ଆମେରିକାରେ କେତେ ଜାଣିଲେ ଆଶ୍ଚର୍ୟ୍ୟ ହେବେ

ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥିିବାରୁ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।ଯେମିତି ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ। ଭାରତରେ ଅଣ୍ଡା ୫-୬ ଟଙ୍କା ଭିତରେ ବିକ୍ରି ହୁଏ।ହେଲେ ଆମେରିକାରେ ଅଣ୍ଡା କେତେ…

ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି :ନବୀନ

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ବ ଚାମ୍ପିଅନସିପ ହାସଲ କରିଥିବା ପ୍ରମୋଦ ଭାଗତ ଏବଂ…

ଏଣିକି ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ମାଂସ, ଜାଣନ୍ତୁ କିପରି …

ମାଂସ ଖାଇବା ପାଇଁ ଆମକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପଶୁଙ୍କୁ ହତ୍ୟା କରିବାକୁ ପଡୁଛି । ଯଦି ମାଂସ ପାଇଁ ଏହିମାତ୍ରାରେ ପଶୁ ମାନଙ୍କୁ ହତ୍ୟା କରାଯାଏ ତାହେଲେ ୨୦୫୦ ମସିହା ବେଳକୁ ଆମେ ଆଉ ମାଂସର ଆବଶ୍ୟକତାକୁ ପୁରଣ କରିପାରିବା ନାହିଁ । ଆସୁଥିବା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି…

ଭୁବନେଶ୍ୱର କ୍ରୀଡ଼ା ଆକାଶର ଉକ୍ରଳ ତାରକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :   ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ସମାରୋହ ହୋଇଥିଲା । ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ପୁରସ୍କୃତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର…

କୃଷି ନିର୍ଦ୍ଦେଶାଳୟରେ ମନ୍ତ୍ରୀ, କର୍ମଚାରୀ ଛାନିଆ

ଭୁବନେଶ୍ୱର : କୃଷି ବିଭାଗର ସଂସାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କୃଷିମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜେ ସକାଳ ୧୦ଟାରୁ ଅଫିସ କରୁଥିବା ବେଳେ ସରକାରୀ ନିର୍ଦେଶ ଅନୁଯାୟୀ କୃଷି ବିଭାଗର କର୍ମଚାରୀମାନେ ବି ସମାୟାନୁବର୍ତ୍ତି ହେବାକୁ ନିର୍ଦେଶ ଦେଇଛନ୍ତି ।…

ଖୁସି ଖବର : ୭ରେ ଓଡିଶାରେ ପହଁଚିବେ ଜଗା କାଳିଆ

ଭୁବନେଶ୍ବର : ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା…