Odia News Portal
Monthly Archives

August 2019

ପୁରୀରେ ରାନୁ ମଣ୍ଡଳ, କାହିଁକି ପଢନ୍ତୁ

ପୁରୀ  : ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀରେ । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଦେବାକୁ ପୁରୀ ଆସିଛନ୍ତି । ରେଲୱେ ଷ୍ଟେସନରୁ ବଲିଉଡର ରଙ୍ଗୀନ ମାହୋଲ । ରାତାରାତି ଷ୍ଟାର ବନିଗଲେ…

୩୦ ବର୍ଷ ପରେ ବି ମନେ ପଡେ ସୁକାନ୍ତିଙ୍କ ଏଇ ଅଭିନୟ

ଭୁବନେଶ୍ବର : ଶେଖର ! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ। ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ…

ଭୁଜାଲିରେ ଆକ୍ରମଣ ପରେ ଲୁଟ, ୪ ଗୁରୁତର

କେନ୍ଦ୍ରାପଡ଼ା : ରାଜ୍ୟରେ ଦିନକୁ ଦିନ ଡକାୟତି ମାମଲାରେ ବଢ଼ିବାରେ ଲାଗିଛି । ସଶସ୍ତ୍ର ଡକାୟତମାନେ ରାତି ଅଧରେ ଘର ଭିତରେ ପଶି ପରିବାର ଲୋଙ୍କୁ ଆକ୍ରମଣ କରି ଲୁଟ କରୁଛନ୍ତି । ବୁଧବାର ରାତିରେ କଟକରେ ଜଣକ ଘରେ ଏଭଳି ଘଟିଥିବାବେଳେ ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମାନ ଘଟଣା…

ଭିଜିଲାନ୍ସ ଜାଲରେ ସରପଞ୍ଚ ..

ଭଣ୍ଡାରିପୋଖରୀ : ଭିଜିଲାନ୍ସ ଜାଲରେ ଦମ୍ପତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଏବଂ ତାଙ୍କ ସ୍ବାମୀ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଲେଶ୍ବର…

ଏନଏଚ-୪୯ ମରାମତି ଦାବି କଲା ବିଜେପି

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି । ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ…

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା

ଟାଙ୍ଗୀ : ଟାଙ୍ଗୀ ଥାନା ପାଣିଦୁଆର ଗାଁରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭିକାରୀ ବେହେରାକୁ ପୋଲିସ ଗିରଫ କରିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ।…

ଆଜି ହଲ୍‌କୁ ଆସୁଛି ହାଇ ବଜେଟ୍ ଫିଲ୍ମ ‘ସାହୋ’

ଆଜି ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସୁଛି ମୋଷ୍ଟ ଆୱେଟେଡ୍‌ ମୁଭି ସାହୋ। ଫିଲ୍ମରେ ବେଶ୍‌ ଜମିଛି ପ୍ରଭାସ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି । ବାହୁବଳୀ ପରେ ସାହୋ ଜରିଆରେ ପୁଣି ବଲିଉଡରେ ଦେଖିବାକୁ ମିଳିବ ପ୍ରଭାସଙ୍କ ଜଲଓ୍ଵା । ଶ୍ରଦ୍ଧା ଓ ପ୍ରଭାସଙ୍କ ସହ ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର,…

ଜାଣନ୍ତୁ ପୂରା ଖବର ….

ଜୟପୁର : ଦୁନିଆରେ ଏପରି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଉଚ୍ଚ ପଦରେ ଥିଲେ ବି ତାଙ୍କ ପରିବାର ଲୋକ ସାଧାରଣ ଲୋକଙ୍କ ଭଳି ବ୍ୟବହାର କରିଥାଆନ୍ତି। ଏବଂ ଏଭଳି ଲୋକ ମଧ୍ୟ ଅଛନ୍ତି ପରିବାରର ଜଣେ ସଦସ୍ୟ ଯଦି ଉଚ୍ଚ ପଦରେ କାର୍ଯ୍ୟରତ ଥାଆନ୍ତି ତେବେ ଏହାର ଫାଇଦା ପୂରା ପରିବାର ଉଠାଇଥାଏ। ଭାରତର…

ଆଫ୍ରିକା ସିରିଜ୍ ଲାଗି ଟିମ୍ ଇଣ୍ଡିଆ ଘୋଷଣା, ଖେଳିବେନି ବୁମରା

ମୁମ୍ବାଇ : ଭାରତ ବନାମ ସାଉଥ ଆଫ୍ରିକା ସିରିଜ୍ ଲାଗି ଟିମ୍ ଇଣ୍ଡିଆର ଘୋଷଣା ହୋଇଛି। ଏଥିରେ ଖେଳିପାରିବେନି ବୋଲି ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ପୂର୍ବରୁ ବିସିସିଆଇଙ୍କୁ ଜଣାଇ ଦେଇଥିବା ବେଳେ  ଜଶପ୍ରୀତ ବୁମରାଙ୍କୁ ଟିମ୍ ରୁ ବାଦ ଦିଆଯାଇଛି। ତେବେ ବିରାଟ…

ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଗଠନ କଲେ କମିଟି

ଭୁବନେଶ୍ୱର : ହାଇକୋର୍ଟ ବେ଼ଞ୍ଚ ସ୍ଥାପନ ପାଇଁ ରାଜ୍ୟସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟିକୁ ପୁଣିଥରେ ଗଠନ କରାଯାଇଛି। ଏଥିରେ ଉନ୍ନୟନ କମିଶନ ଅଧ୍ୟକ୍ଷ ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ରହିଛନ୍ତି । ଏହି କମିଟିରେ ଗୃହ ବିଭାଗ ପ୍ରମୁଖ ସଚିବ , ଅର୍ଥ ବିଭାଗ ପ୍ରମୁଖ…