Odia News Portal
Monthly Archives

September 2019

 ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିର ଖବର, ବଢିଲା କ୍ଷୀର ଦର

ଭୁବନେଶ୍ବର () ଦୁଗ୍ଧ ଚାଷୀମାନଙ୍କ ଦ୍ବାରା ଗୋ ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବା ପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ୩ ଲକ୍ଷ ଦୁଗ୍ଧ…

ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀ ପାଇବେ ଧାନ ଟଙ୍କା

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମିଳିଛି କ୍ୟାବିନେଟ ମଂଜୁରୀ ।ଧାନ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟକୁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ୬୦ଲକ୍ଷ ଟନ୍ ଧାନ…

ପିଅନ୍ତୁ କିସମିସ୍‌ ଡ୍ରିଙ୍କସ୍‌, ପାଇବେ ଅନେକ ଫାଇଦା

ଭୁବନେଶ୍ୱର : ଲିଭର ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଏହା ଶରୀରରେ ପ୍ରବାହିତ ରକ୍ତକୁ ଶୁଦ୍ଧ କରିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଠିକ୍‌ ରଖିଥାଏ। ମୁଖ୍ୟତଃ ଅଧିକ ତେଲ ମସଲା ସହ ଫାଷ୍ଟ ଫୁଡ଼ ଖାଇବା, ମାଦକ ଦ୍ରବ୍ୟ ସେବନ କରିବା,…

ମନ୍ତ୍ରୀଙ୍କ ଜମି ବେପାର : ରାଜଧାନୀରେ ଏକାଧିକ ପ୍ଲଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନରେ ସ୍ୱଚ୍ଛତା ଆଣିବାପାଇଁ ୫-ଟି ଓ ମୋ ସରକାର ଭଳି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀ କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ନିଜ ବେପାରରେ ମାତିଛନ୍ତି । ମନ୍ତ୍ରୀଙ୍କର ବେପାର ହେଉଛି ଜମି । ପ୍ରଥମଥର ମନ୍ତ୍ରୀ…

ମା’ ହେବାକୁ ଡରୁଛନ୍ତି ଏହି ବଲିଉଡ୍‌ ବୋଲ୍ଡ କୁଇନ୍‌

ମୁମ୍ବାଇ : ବଲିଉଡ୍‌ ବୋଲ୍ଡ କୁଇନ୍‌ ମଲ୍ଲିକା ସେରାଓ୍ବତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ। ହେଲେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ମଝିରେ ମଝିରେ ଆସନ୍ତି ଚର୍ଚ୍ଚାକୁ। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାର…

ପନ୍ତ୍‌ଙ୍କୁ ୪ନଂ ସ୍ଥାନରେ ସଫଳ ହେବାକୁ ଅଧିକ ସମୟ ମିଳିବା ଉଚିତ୍‌ : ଯୁବରାଜ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପସନ୍ଦ ୱିକେଟରକ୍ଷକ ପାଲଟିଥିବା ଋଷଭ ପନ୍ତ୍‌ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ଋଷଭ ପନ୍ତ୍‌ ନେବେ ବୋଲି ମନୋନୟନକାରୀଙ୍କ ଠାରୁ ଆରମ୍ଭ କରି…

ଆସିଲା ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର : ଜାଣନ୍ତୁ କେବେ ଆସିବ ଟ୍ରେଲର

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟର ସହ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହାର ଟ୍ରେଲର ଚଳିତ ମାସ ୨୭ ତାରିଖରେ…

ଆସନ୍ତୁ ଘରେ ପ୍ରସ୍ତୁତ କରିବା ରେଷ୍ଟୁରାଣ୍ଟ ଭଳି ଚଟ୍‌ପଟା ମସ୍‌ରୁମ୍‌

ଆବଶ୍ୟକୀୟ ସାମଗ୍ରୀ: ଛତୁ, କଟା ପିଆଜ, କଟା ଆଳୁ, କଟା ଟମାଟ, ରସୁଣ-ଅଦା ପେଷ୍ଟ୍ , ହଳଦୀ, କଟା ଧନିଆ ପତ୍ର, ଲେମ୍ବୁ, କଟା କଂଚା ଲଙ୍କା, ତେଲ, ଫୁଟଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ଗରମ ମସଲା ପାଉଡର୍ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ…

ଘରର ମୁଖ୍ୟ ଦ୍ୱାର କିପରି ହେବା ଉଚିତ୍‌, ଆସନ୍ତୁ ସେ ବିଷୟରେ ଜାଣିନେବା

ଭୁବନେଶ୍ୱର : ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଅଭାବ ଦୂର ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। ବିବାଦୀୟ ଘଟଣା ଠାରୁ ଦୂରେଇ ରହିବା ଭଲ ହେବ। ବୃଷ -…