ଆଝାରୁଦ୍ଦିନ୍ଙ୍କ ପୁଅଙ୍କୁ ଡେଟ୍ କରୁଛନ୍ତି ସାନିଆ ମିର୍ଜାଙ୍କ ଭଉଣୀ
ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ନିଜ ରିଲେସନ୍ଶିପକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଥାଟି ହେଲା, ଅନମ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ପୁଅ ଅସଦ୍ଙ୍କୁ ଡେଟ୍ କରୁଛନ୍ତି। ଏହି କପୁଲ୍ ପ୍ରାୟ ସମୟ ନିଜ ଡେଟ୍ସର ଫଟୋ…