Odia News Portal
Monthly Archives

September 2019

ବେଲଜିୟମ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା, ଦଳରେ ଓଡ଼ିଶାର ଦୁଇଜଣ

ନୂଆଦିଲ୍ଲୀ : ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟରବର୍ତ୍ତନ କରିଛନ୍ତି। ଏହି ଦଳରେ…

ଅଫିସ୍‌ ଭାଙ୍ଗି ଚୁରମାର କଲେ ଆଇନଜୀବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରେ ତୁମୁଳକାଣ୍ଡ । ଆଇନଜୀବୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ୍‌ ଭାଙ୍ଗି ଚୁରମାର କରିଛନ୍ତି ଆଇନଜୀବୀ ।  ଯାହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା । ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପରିବାରରେ ବିଭିନ୍ନ ସମସ୍ୟା ବିଜଡ଼ିତ ହେବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବା ଶୁଣିବାକୁ ପାଇବେ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ତାହାହିଁ ଚିନ୍ତାର କାରଣ ହୋଇପାରେ। ଶିଳ୍ପ, ବ୍ୟବସାୟ ଓ…

ଆସନ୍ତାକାଲି ଆସୁଛନ୍ତି କେ.ଶିବନ

ଭୁବନେଶ୍ୱର : ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଭୁବନେଶ୍ୱର ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ.…

୨୨ ବର୍ଷ ପୂର୍ବର ଭୁଲ ପାଇଁ ଜରିମାନା

୨୨ ବର୍ଷ ପୂର୍ବର ଏକ ଭୁଲ ପାଇଁ ଅଡୁଆରେ ପଡ଼ିଛନ୍ତି ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ କରିଶ୍ମା କପୁର। ଫିଲ୍ମ ‘ବଜରଙ୍ଗ’ ସୁଟିଂ ବେଳେ ଏହି ଦୁଇ ଜଣ ଟ୍ରେନ୍ ଭିତରେ ପଶି ଟ୍ରେନ୍ ଚେନ୍ ଟାଣିଥିବା କାରଣରୁ ତାଙ୍କ ଉପରେ ଜରିମାନା କରାଯାଇଛି। ଅଭିଯୋଗ ରହିଛି ଯେ ୧୯୯୭ ମସିହାରେ କରିଶ୍ମା…

ଏଣିକି କୁକୁର ପାଳିବା ପାଇଁ ବି ଦରକାର ଲାଇସେନ୍ସ

ଅଧିକାଂଶ ଘରେ ସାଧାରଣତଃ କୁକୁରଙ୍କୁ ପୋଷା କରି ରଖାଯାଏ। ହେଲେ ଏବେ କୁକୁର ପାଳିବା ପାଇଁ ମଧ୍ୟ ଲାଇସେନ୍ସ ଦରକାର ହେବ। ଉତ୍ତରପ୍ରଦେଶ ଗାଜିୟାବାଦ ନଗର ନିଗମ ଏହା ଘୋଷଣା କରିଛି। ସେଠାର ଲୋକଙ୍କୁ ଏବେ କୁକୁର ପାଳିବା ପାଇଁ ନଗର ନିଗମକୁ ଫିସ୍ ଦେଇ ଲାଇସେନ୍ସ କରିବାକୁ ହେବ। କୁକୁର ପାଳିବା…

ମୋଦୀଙ୍କ ଜିବନୀକୁ ନେଇ ଆଉ ଏକ ଫିଲ୍ମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିବନୀ ଉପରେ ଆଉ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନାମ ମନ ବୈରାଗୀ ରଖାଯାଇଛି। ଏହି ଫିଲ୍ମ ମହାବୀର ଜୈନ ଏବଂ ସଞ୍ଜୟ ଲୀଲା ଭଂସାଲୀ ପ୍ରଡ୍ୟୁସ୍ କରୁଛନ୍ତି। ସଞ୍ଜୟ ତ୍ରିପାଠୀ ଏହି ଫିଲ୍ମ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ଚଳିତ…

ଯୁବକ, ଛାତ୍ର ଓ ମହିଳାଙ୍କୁ ଫୋକ୍ସରେ ରଖିଲେ ନବୀନ

ଭୁବନେଶ୍ବର () ଏବର୍ଷ ବିଜେଡିର ଜନ ସମ୍ପର୍କ ପଦଯାତ୍ରା କେବଳ ଜିଲ୍ଲା କି ନିର୍ବାଚନମଣ୍ଡଳୀରେ ସୀମିତ ରହିବନି । ପଦଯାତ୍ରା ଜିଲ୍ଲା ସ୍ତରରୁ ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଓ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ । ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ…

ବଜାରକୁ ଆସିଲା ସ୍ମାର୍ଟ ଫ୍ୟାନ, ସ୍ମାର୍ଟଫୋନ୍ ଦ୍ବାରା କରିହେବ କଣ୍ଟ୍ରୋଲ

ବଜାରକୁ ଆସିଲା ସ୍ମାର୍ଟ ପଂଖା ବା ଫ୍ୟାନ । ଏଲ୍ଜି କମ୍ପାନୀ ଏମିତି ଏକ ପଂଖା ଲଂଚ କରିଛି ଯାହା ଇଣ୍ଟରନେଟ ସପୋର୍ଟ ସହ ଆସୁଛି। ଏହି ଫ୍ୟାନରେ ଡୁଆଲ ୱିଙ୍ଗ ବ୍ଲେଡ ଦିଆଯାଇଛି। କମ୍ପାନୀ ଅନୁସାରେ ଏହି ଫ୍ୟାନ୍ ବଡ ରରୁମ୍ରେ ସମାନ ଏୟାର ଫ୍ଲୋ ଦିଏ। ଏହାର ଦାମ ହେଉଛି ୧୬,୯୯୦ ଟଙ୍କା। ଏହି…

ତେଲୁଗୁ ସୁପର୍ଷ୍ଟାରଙ୍କ ଫାର୍ମହାଉସରୁ ମୃତଦେହ ଉଦ୍ଧାର

ତେଲୁଗୁ ସୁପର୍ଷ୍ଟାର୍ ନାଗାର୍ଜୁନଙ୍କ ଫାର୍ମ ହାଉସ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେ ନେଇ ଯାଞ୍ଚ କରିବାକୁ ପଠାଇଥିଲେ। ତେବେ…