୨୨ ବର୍ଷ ତଳର ଏକ ଘଟଣାରେ ଫସିଗଲେ ସନି ଏବଂ କରିସ୍ମା !
ବମ୍ବେ : ୨୨ ବର୍ଷ ତଳର ଏକ ଘଟଣାକୁ ନେଇ ଅଭିନେତା ସନି ଦେୱଲ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କର ଚିନ୍ତା ବଢି ବଢି ଯାଉଛି । ଏହି ସମ୍ପୂର୍ଣ ଘଟଣା ‘ବଜରଙ୍ଗ’ ଫିଲ୍ମ ସମୟର ଅଟେ । କୋର୍ଟ ଦୁଇଜଣଙ୍କ ବିରୋଧରେ ଆରୋପ ଲଗାଇଛନ୍ତି । କୋର୍ଟର କହିବା ଅନୁଯାୟୀ ସୁଟିଂ ସମୟରେ ଡାଇରେକ୍ଟର ଏବଂ…