Odia News Portal

ବିଜେପୁର ପାଇଁ ବିଜେଡିର କମିଟି, ଜାଣନ୍ତୁ କିଏ କିଏ ସ୍ଥାନ ପାଇଲେ …

ଭୁବନେଶ୍ୱର() ଆଜି ବିଜେପୁର ଉପନିର୍ବାଚନ ପାଇଁ କମିଟି ଗଠନ କଲା ବିଜେଡି । ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ୪ଜଣିଆ ସମନ୍ୱୟ କମିଟି ଗଠନ କରିଛି । ଏହି କମିଟିରେ ନିରଂଜନ ପୂଜାରୀ,ସୁଶାନ୍ତ ସିଂହ,କଳିକେଶ ସିଂଦେଓ ଓ ସଂଜୟ ଦାସବର୍ମା ସ୍ଥାନ ପାଇଛନ୍ତି ।