Odia News Portal
Monthly Archives

September 2019

ଜାତିସଂଘର ୭୪ତମ ଅଧିବେଶନକୁ ମୋଦିଙ୍କ ସମ୍ବୋଧନ

ନ୍ୟୁୟର୍କ()  ଜାତିସଂଘର ୭୪ ତମ ଅଧିବେଶନକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏଥିରେ ଭାରତ ସରକାର ଚଳାଇଥିବା ବିଭିନ୍ନ ବିକାଶ ମୂଳକ କାର୍ୟ୍ୟକ୍ରମ ନେଇ ସୂଚିତ କରିଛନ୍ତି। ଯେଉଁଥିରେ ସରକାର ମାତ୍ର ୫ ବର୍ଷରେ ବିଶ୍ୱର ସର୍ବ ବୃହତ୍ତ ସ୍ୱଚ୍ଛତା ଅଭିଯାନକୁ…

ଏମିତି ଏକ ଜାଗା ଅଛି ଯେଉଁଠି ଜଗିଂ କଲେ ମିଳିବ ଦଣ୍ଡ

ଆଫ୍ରିକାରେ ବୁରୁଣ୍ଡି ନାକ ଏକ ଦେଶ ରହିଛି। ଯେଉଁଠି ଲୋକଙ୍କୁ ଜିନ୍ସ ପିନ୍ଧିବା ମନା, କେବଳ ଏତିକି ନୁହେଁ ଏଠାକାର ଲୋକଙ୍କୁ ଜଗିଂ କରିବାକୁ ମଧ୍ୟ ବାରଣ କରାଯାଇଛି। ୨୦୧୪ରେ ଏଠାକାର ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଥିଲେ। ଜିନ୍ସ ଏବଂ ଜଗିଂ ଆସାମାଜିକ କାର୍ୟ୍ୟ କରିବାକୁ ପ୍ରୋତ୍ସାହିତ…

ଆଜି ଡୁଡୁଲରେ ଗୁଗୁଲ ନିଜର ପୁରୁଣା ଫଟୋ କାହିଁକି ଦେଇଛି, ଜାଣନ୍ତୁ …

ଆଜି ଗୁଗୁଲ ତାର ୨୧ ତମ ଜନ୍ମଦିିନ ପାଳନ କରୁଛି । ଏହି ମଉକାରେ ଗୁଗୁଲ୍ ନିଜର ଡୁଡୁଲ୍ ପ୍ରସ୍ତୁତ କରି ଶୁଭକାମନା ଜଣାଇଛି । ଡୁଡୁଲ୍ ରେ ଗୁଗୁଲ୍ ନିଜର ଏକ ପୁରୁଣା କମ୍ପ୍ୟୁଟରକୁ ଦେଖାଇଛି । ଯେଉଁଥିରେ ସେହି ସମୟର ଏକ ପୁରୁଣା ସିପିୟୁ ,ମନିଟର୍ , କିବୋର୍ଡ ଏବଂ ମାଉସ୍ ରହିଛି । ଏହି ଫଟୋରେ…

ଏଣିକି ଫ୍ଲିପକାର୍ଟ(Flipkart) ରେ କରିପାରିବେ ମାଗଣା ସପିଂ

ଆଗକୁ ଦଶହରା ଓ ଦିୱାଲି ଭଳି ପର୍ବ ଆସୁଛି । ତେବେ ଅନ୍ଲାଇନ୍ କିଣାକିଣି କରିବା ପାଇଁ ଫ୍ଲିପ୍କାର୍ଟ ରିହାତିସେଲ ଆରମ୍ଭ କରିବାକୁ ଘୋଷଣା କରିସାରିଛି। ଫ୍ଲିପ୍କାର୍ଟର ଧମାକେଦାର ସେଲରେ ସପିଂ କରିବାକୁ ନଗଦ ଟଙ୍କା ବା କ୍ରେଡିଟ କାର୍ଡ ଏବେ ଦରକାର ନାହିଁ। ଅନ୍ଲାଇନ୍ ସେଲ ୱେବ୍ସାଇଟ୍…

ସୋସିଆଲ ମିଡିଆ ପାଇଁ ଏହି ୩ ମହିଳା ରାତାରାତି ବନିଲେ ଷ୍ଟାର , ଜାଣନ୍ତୁ …

ଆଜିକାଲି ସୋସିଆଲ ମିଡିଆ ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ବନୁଛନ୍ତି । ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କ ପ୍ରତିଭା ସହଜରେ ଲୋକଲୋଚନକୁ ଆସିପାରୁଛି । ତେବେ ଆସନ୍ତୁ ଜାଣିବା ୩ ଏମିତି ମହିଳାଙ୍କ ବିଷୟରେ ଯେଉଁ ମାନେ ସୋସିଆଲ ମିଡିଆ ଦ୍ୱାରା ରାତାରାତି ଷ୍ଟାର ହୋଇଛନ୍ତି । ରାନୁ ମଣ୍ଡଲ-…

ରିଲିଜ ହେଲା ମରଜାୱାଁର ଟ୍ରେଲର,ଦେଖନ୍ତୁ ଭିଡିଓ …

ମୁମ୍ବାଇ() ଆଜି ରିଲିଜ ହୋଇଛି ମରଜାୱାଁର ଧମାକାଦାର ଟ୍ରେଲର । ଏହି ଫିଲ୍ମରେ ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୁତାରିୟା ମୁଖ୍ୟ ଭୂମିକାରେ ଅଛନ୍ତି । https://youtu.be/L7TbPUOn1hc ମରଜାୱାଁର ଧମାକାଦାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛି।…

ସଂଜୟ OCA ସଂପାଦକ

ଭୁବନେଶ୍ୱର() ସଂଜୟ ବେହେରା ଓଡିଶା କ୍ରିକେଟ୍ ଆସୋସିଏସନର  (OCA) ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ମୋଟ ୭୩ ଭୋଟକୁ ସଂଜୟଙ୍କୁ ୪୫ ଭୋଟ ମିଳିଛି । ସେହିଭଳି ବିକାଶ ପ୍ରଧାନ କୋଷଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିବା ବେଳେ ମେହତାବ ଖାଁ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ…

କାହିଁକି ଏହି ହଟ ଅଭିନେତ୍ରୀ ସାଲୱାର ସୁଟ୍ ପିନ୍ଧି ଡାନ୍ସ କରନ୍ତି , ଜାଣନ୍ତୁ

ମୁମ୍ବାଇ()  ଲକ୍ଷ ଲକ୍ଷ ଦର୍ଶକଙ୍କ ଦିଲରେ ରାଜ କରନ୍ତି ଅଭିନେତ୍ରୀ ସପନା ଚୌଧୁରୀ । ତାଙ୍କର ଡାନ୍ସ ଷ୍ଟେପ ଫେମସ ହେବା ସହ ଯେଉଁ ଗୀତରେ ସେ ପ୍ରଦର୍ଶନ କରନ୍ତି ସେ ଗୀତ ସୁପରହିଟ୍ ହୋଇଯାଏ। ହେଲେ କାହିଁକି ଏହି ହଟ ଅଭିନେତ୍ରୀ ସାଲୱାର ସୁଟ୍ ପିନ୍ଧି ଡାନ୍ସ କରନ୍ତି । ଏହାର କାରଣ ଜାଣନ୍ତୁ।…

ପୁଣି କୋର୍ଟରେ ହାଜର ହେଲେନି ସଲମାନ

ମୁମ୍ବାଇ() କୋର୍ଟରେ ହାଜର ହେଲେନି ସଲମାନ ଖାନ । କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାନ୍। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ…

ଭୁବନେଶ୍ୱରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର() ଭୁବନେଶ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ…