ପୁଣି ମନକିଣିଲେ ଗଜପତି ଏସପି
ଗଜପତି : ଗଜପତି ଏସ୍ପି ସାରା ଶର୍ମାଙ୍କ ଆଉ ଏକ ଜନହିତକର ପଦକ୍ଷେପ । କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାକୁ ପନ୍ଥା ଯୋଗାଇଛନ୍ତି । ସାରା ଶର୍ମାଙ୍କ ପ୍ରୋତ୍ସାହନରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋଲିଛି ସୁରଭି ଓମଫେଡ ପାର୍ଲର ।…