Odia News Portal
Monthly Archives

January 2020

୨ଚିମୁଟା ଲୁଣରେ ମୋତି ଭଳି ଚମକି ଉଠିବ ଆପଣଙ୍କ ଦାନ୍ତ

ହଳଦିଆ ଦାନ୍ତ ଯୋଗୁଁ ଯଦି ଆପଣ ମଧ୍ୟ ଲୋକଙ୍କ ସହ କଥା ହେବାକୁ ଲାଜ କରୁଛନ୍ତି ତେବେ ଲୁଣର ଏହି ପ୍ରସାଧନ ଚିକିତ୍ସା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଦେବ। ଲୁଣ କେବଳ ଆପଣଙ୍କ ଦାନ୍ତର ଧ୍ୟାନ ରଖିନଥାଏ ବରଂ ଆପଣଙ୍କ ସୌନ୍ଦର‌୍ୟ୍ୟର ମଧ୍ୟ ଧ୍ୟାନ ରଖିଥାଏ। ବେକିଙ୍ଗ୍ ସୋଡ଼ା,ପାଣି ଏବଂ ଅଳ୍ପ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଦୀର୍ଘଦିନ ହେଲା ଯେଉଁମାନେ ପାଖ ମାଡୁ ନ ଥିଲେ ଆଜି ସେମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ଅଶ୍ୱିନୀ ନକ୍ଷତ୍ରର ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ…

ଏୟାରପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ୪ ଗିରଫ

ଭୁବନେଶ୍ୱର () ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଘଟଣାରେ ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍ ଗିରଫ ହୋଇଛନ୍ତି। ସେହିପରି ନିର୍ମାଣ କାମରେ ନିୟୋଜିତ ଦୁଇ…

ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଏହି ଅଭିନେତା

ଭୁବନେଶ୍ୱର() ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ୟ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍ ମିଡିଆରେ ସେମାନଙ୍କ ଏନ୍ଗେଜ୍ମେଣ୍ଟର ଫଟୋ…

ଏହି ଅଭିନେତ୍ରୀଙ୍କ ସବୁ ଫଟୋକୁ ଜୁମ୍ କରି ଦେଖନ୍ତି ସଲମାନ

ମୁମ୍ବାଇ() ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ୍ଙ୍କ ସହ ସଲ୍ମାନ୍ ଖାନଙ୍କ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଛି। ଦୁଇଜଣ କେବେଠୁ ଅଲଗା ହୋଇଯାଇଛନ୍ତି ସତ, ହେଲେ ଏବେ ବି ସଲ୍ମାନ ତାଙ୍କ ହୃଦୟରୁ କ୍ୟାଟ୍ରିନାଙ୍କ ନାଁକୁ ଲିଭାଇପାରି ନାହାଁନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ…

କେମିତି ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଯାଞ୍ଚ କରିବ ଟେକ୍ନିକାଲ ଟିମ୍

ଭୁବନେଶ୍ୱର() ଭୁବନେଶ୍ବର ବିମାନବନ୍ଦରରେ ବଡ଼ ଅଘଟଣ ଘଟିଛି । ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଖବର ପାଇବା ପରେ…

ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ବଚନ୍‌ସ୍ପ୍ରେ-ଇନ୍‌ଷ୍ଟାଂଟ୍ ମିଲ୍କ ଫୁଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ୨ୟ ସର୍ବବୃହତ୍ ଡ଼ାଏରୀ ଫାର୍ମ ଓ ଛତିଶଗଡର ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ, ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ଓଡିଶା ବଜାର ପାଇଁ ଏହାର ସ୍ୱାଦ, ଉପଯୋଗ ଓ ଉପଭୋକ୍ତା ଚାହିଦାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଂଟ୍…

ତିହାରରେ ନିର୍ଭୟା ଅପରାଧୀ କରୁଥିଲା ପେଣ୍ଟିଂ, ଫଟୋ ଦେଖିଲେ ହୋସ ଉଡିଯିବ

ନୂଆଦିଲ୍ଲୀ () ଦିଲ୍ଲୀ ନିର୍ଭୟା କାଣ୍ଡର ଅନ୍ୟତମ ଅପରାଧୀ ବିନୟ ଶର୍ମା ପେଣ୍ଟିଂ କରିବା ସହ ଲେଖାଲେଖି ମଧ୍ୟ କରୁଥିଲା।ନିର୍ଭୟା କାଣ୍ଡରେ ଗିରଫ ୬ ଜଣଙ୍କ ମଧ୍ୟରେ କେବଳ ବିନୟର କିଛି ଶିକ୍ଷାଗତ ଯୋଗ୍ୟତା ଥିଲା। ସେ ଇଂରାଜୀରେ ଭଲ ଲେଖି ଓ କହିବି ପାରେ। ସେ ଜେଲରେ କରୁଥିବା ପେଣ୍ଟିଂରୁ କିଛି…

ସାହସିକତା, ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୨୯ଜଣଙ୍କୁ ମେଡାଲ

ଭୁବନେଶ୍ୱର() ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି…

ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ() ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସେଜଲ୍ ଶର୍ମା ଗତକାଲି ମୁମ୍ବାଇର ମୀରା ରୋଡ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେଜଲଙ୍କୁ ଷ୍ଟାର ପ୍ଲସର ‘ଦିଲ ତୋ ହାପ୍ପି ହେ ଜୀ’ରୁ ବିଶେଷ ପରିଚୟ ମିଳିଥିଲା। ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବାର ସୂଚନା ଦେଇଛି।…