Odia News Portal
Monthly Archives

January 2020

୨୬-୨୭ ଥରିବ, ୨୮ ଓ ୨୯ ଭିଜିବ ଓଡ଼ିଶା

ଭୁବନେଶ୍ୱର() ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ଶୀତ ଲହରୀ ଅନୁଭୂତ ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ସୋନପୁର, ଝାରସୁଗୁଡା, ଦେବଗଡ, ବଲାଙ୍ଗିରକୁ । ଏହା ପରେ ୨୮ ଓ ୨୯ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।…

ଆଉ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ

ଭୁବନେଶ୍ୱର() ଫେବୃଆରୀ ୧ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି । ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା…

ଏସସିବିର ପୁନଃବିନ୍ୟାସ ପାଇଁ ବଡ ଘୋଷଣା, କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ

ଭୁବନେଶ୍ବର() ଏସସିବି ପୁନଃବିନ୍ୟାସ ଓ ଥଇଥାନ ନିମନ୍ତେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହାକୁ ଘୋଷଣା କରାଯାଇଛି । ତେବେ ଏହି…

ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : କାଳିଆର ରଥଯାତ୍ରା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି ଟ୍ରକ୍‌ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଥିବା ଜଣାପଡ଼ିଛି। ଏଥିରେ ୨୦ ଫୁଟିଆ ଅସନ ୧୯ ଖଣ୍ଡ, ୧୨ ଫୁଟିଆ…

ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର : ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ମୁମ୍ବାଇରେ ଜଣେ କ୍ୟାନସର ରୋଗୀଙ୍କ ମୃତ୍ୟୁ ପରେ ମରଶରୀରକୁ ଓଡ଼ିଶାରେ ପହଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦିଆଯାଇଛି । ଗତ ୨୨ତାରିଖରେ ସୁନ୍ଦରଗଡ କାଂଶବାବାଲ ଉସ୍ରା ଗାଁର ୫୧ ବର୍ଷିୟା…

ମିଲେନିୟମ୍‌ ସିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନବୀନ ନିବାସରେ ଶତାଧିକ କଟକ ବାସିନ୍ଦା, ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର :  ମିଲେନିୟମ୍‌ ସିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି କଟକ ବାସୀ । ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କଟକ ବାସିନ୍ଦା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଗତକାଲି କଟକ ସହର…

ରୋଗୀଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଗଞ୍ଜାମ: ଟଙ୍କା ମାଗି ବିଫଳ ହେବାରୁ ରୋଗୀଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଜୁଗୁଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅନାମ ଦାସଙ୍କ ଦେଢମାସର ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ବ୍ରହ୍ମପୁର ବ଼ଡ ମେଡିକାଲରେ ଭର୍ତ୍ତି…

ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା

ପୁରୀ: ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା । ତାଙ୍କ ସହ ଅଛନ୍ତି 5-T ସଚିବ ଭି.କେ ପାଣ୍ଡିଆନ୍‌ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ସହ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ନେଇ ଆଲୋଚନା…

କାର୍ଯ୍ୟକାରୀ ହୋଇପାରୁନି ତଡିପାର ଯୋଜନା, ନିଶା ବେପାରୀଙ୍କ ପୁଷମାସ

ଭୁବନେଶ୍ୱର : ରାଜଧାନୀରେ ବେପାର ଜମାଇଥିବା ନିଶାବେପାରୀଙ୍କୁ ତଡିପାର କରିବାପାଇଁ ପୁଲିସ୍‍ କରିଥିବା ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ । କେଉଁ ୟୁନିଟ୍‍ରେ କେତେ ନିଶା ବେପାରୀ ଅଛନ୍ତି ସେମାନଙ୍କ ସୂଚନା ସଂଗ୍ରହ ପାଇଁ ଗୁଇନ୍ଦା ପୁଲିସକୁ କୁହାଯାଇଥିବାବେଳେ ସେମାନେ ସୂଚନା ଦେଇଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କର୍ମାଧିପ କର୍ମକ୍ଷେତ୍ରକୁ ଯାଉଥିବାରୁ ଆଜି ଆପଣଙ୍କର କର୍ମତତ୍ପରତା, ବନ୍ଧୁମିଳନ, ଦୂରଯାତ୍ରାରୁ ସଫଳତା ପାଇବେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିପାରେ। ରାସ୍ତାକାମ, ଘରତିଆରି କିମ୍ବା ଯାନବାହନ, କଳକବ୍ଜା ସମ୍ବନ୍ଧୀୟ…