Odia News Portal
Monthly Archives

January 2020

ଟିଣ୍ଡର ମାମଲା: ଯୁବକଙ୍କୁ ଜେଲ , ଯୁବତୀଙ୍କୁ ଜାମିନ

ଭୁବନେଶ୍ୱର() ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । ତାସହ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି । ତେବେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ…

ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ କମ୍ବଳ ବଣ୍ଟନ 

ଭୁବନେଶ୍ୱର : ସେବା ଓଲଟାଇ ଲେଖିଲେ ବାସେ ବା ବାସନା ହୁଏ । ଶ୍ରୀ ସାଇ ସେବା କରିବା ଦ୍ୱାରା ଆଜି ସାରା ଭାରତବର୍ଷରେ ବାସୁଛନ୍ତି । ତାଙ୍କର ଗୁଣ ଦର୍ଶନକୁ ଅନୁସରଣ କରି ଆଜି ଅନେକ ଭକ୍ତ ସୃଷ୍ଟି ହୋଇଛନ୍ତି । ତାଙ୍କର ମଣିଷଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆପଣେଇବାକୁ ଅତିଥି ତଥା ସାଇଭକ୍ତମାନେ…

ଆଇ.ଏ. ଏସ ବିଜୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର() ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଂଚ ନେବା…

ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଛନ୍ତି ସିଦ୍ଧାର୍ଥ

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡ୍ ଅଭିନେତା ସିଦ୍ଧାର୍ଥ ଓ କିୟାରା ଙ୍କ ପ୍ରେମ କାହାଣୀ । ସିଦ୍ଧାର୍ଥଙ୍କ ନାମ ସହ ପ୍ରଥମେ ଆଲିଆ ଭଟ୍ଟ, ତାରା ସୁତାରିଆଙ୍କ ନାମକୁ ଯୋଡି ଦିଆଯାଇଥିବା ବେଳେ ଏବେ କିନ୍ତୁ ସିଦ୍ଧାର୍ଥ କିୟାରାଙ୍କ ପ୍ରେମରେ ପାଗଳ ହୋଇଥିବା କୁହାଯାଉଛି। ଏବେ କିନ୍ତୁ ଉଭୟ…

ସରକାର ଯୁଆଡେ, ମୁଁ ସେଆଡେ

ଭୁବନେଶ୍ୱର() ଚର୍ଚ୍ଚାରେ ରାୟଗଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମକରନ୍ଦ ମୁଦୁଲି । ନବୀନ ନିବାସରେ ‘ମୁଁ ସରକାରଙ୍କ ସହ ଅଛିଟ୍ଟ’ ବୋଲି ମକରନ୍ଦଙ୍କ ମନ୍ତବ୍ୟ ପରେ ସେ ବିଜେଡିରେ ମିଶୁଥିବା ଚର୍ଚ୍ଚା ହେଉଛି । ତେବେ ଚର୍ଚ୍ଚାକୁ ଫର୍ଚ୍ଚାକୁ କରି ସ୍ୱାଧୀନ ବିଧାୟର ମକରନ୍ଦ କହିଛନ୍ତି ଜଣେ…

ଏବେ ସ୍ମାର୍ଟ ହେବେ କଣ୍ଡକ୍ଟର

ଭୁବନେଶ୍ଵର() ଏଣିକି ବସ୍ କଣ୍ଡକ୍ଟରଙ୍କୁ ଅନଲାଇନରେ ମିଳିବ ଲାଇସେନ୍ସ। ସ୍ମାର୍ଟ ହେବେ କଣ୍ଡକ୍ଟର। ତାସହ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଣ୍ଡକ୍ଟରଙ୍କୁ ମିଳିବ ଲାଇସେନ୍ସ। ରାଜ୍ୟ ପରିବହନ…

୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ

ନୂଆଦିଲ୍ଲୀ() ପୁଣି ୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ। ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ…

ନିଲମ୍ବିତ ହେଲେ ୩ ପୁଲିସ କର୍ମଚାରୀ

ସମ୍ବଲପୁର() ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ୩ ପୁଲିସ କର୍ମଚାରୀ ।ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୋଲିସ ଧରିବା ପରେ ତାଙ୍କଠାରୁ ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ଘଟଣାରେ…

ଏଣିକି ଏସିଡ୍ ପୀଡିତାଙ୍କୁ ପେନସନ ଦେବେ ସରକାର

ଉତ୍ତରାଖଣ୍ଡ () ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଭାବିତ କରିଛି । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଥିବା ଏସିଡ୍ ପୀଡିତାଙ୍କୁ ପେନସନ୍ ଦେବାକୁ ମନସ୍ଥ…

ଅସ୍ମିତ୍‌ ପଟେଲ ଓ ମଡେଲ୍‌ ମେହେକ୍‌ ଚହଲଙ୍କ ୫ ବର୍ଷର ପୁରୁଣା ସମ୍ପର୍କ ଛିନ୍ନ

ବଲିଉଡ୍‌ ଆକ୍ଟର ତଥା ରିୟାଲିଟି ଶୋ’ ବିଗ୍‌ ବସ୍‌ରେ ନଜର ଆସିସାରିଥିବା ଅସ୍ମିତ୍‌ ପଟେଲ ଓ ମଡେଲ୍‌ ମେହେକ୍‌ ଚହଲଙ୍କ ୫ ବର୍ଷର ପୁରୁଣା ସମ୍ପର୍କ ଶେଷରେ ଭାଙ୍ଗିଯାଇଛି। ନିର୍ବନ୍ଧ ପରେ ଦୁଇଜଣ ଏକାଠି ରହିଆସୁଥିଲେ, କିନ୍ତୁ ୨ ମାସ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍‌ ଚାଲୁ ନ ଥିଲା,…