Odia News Portal
Monthly Archives

January 2020

ଡକାୟତି ଯୋଜନାବେଳେ ଚଢଉ କଲା ପୋଲିସ, ୬ ଗିରଫ

ବ୍ରହ୍ମପୁର :  ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଚଢାଉ । ଡକାୟତି ଯୋଜନା ସମୟରେ ଜାତୀୟ ରାଜପଥ ୧୫୭ ସୋମନାଥପଲ୍ଲୀ ଢାବା ନିକଟରେ ଚଢାଉ କଲା ଗାଙ୍ଗପୁର ପୋଲିସ । ଶନିବାର ସକାଳେ ଚଢାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ଜୀବନ୍ତ ବୋମା,  ଗୋଟିଏ ଖଣ୍ଡା,…

ସ୍ୱାମୀଙ୍କ ସହ ଥାଇଲାଣ୍ଡ ମନ୍ଦିରରେ ସନ୍ନି

ମୁମ୍ବାଇ :  ସନ୍ନି ଲିଓନୀ ଏବେ ଥାଇଲାଣ୍ଡରେ ନିଜ ପତି ଡାନିଏଲ ଓ୍ୱେବରଙ୍କ ସହ ଛୁଟି କଟାଉଛନ୍ତି। ଅଭିନେତ୍ରୀଜଣଙ୍କ ଏହି ଟ୍ରିପକୁ ଭଲରେ ମାନଉଛନ୍ତି। ଏହି ସମୟରେ ସେ ମନ୍ଦିର ମଧ୍ୟ ଯାଇଛନ୍ତି। ମନ୍ଦିରରେ ସନ୍ନି କିଛି ଫଟୋ ସେୟାର ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସନ୍ନି ଲେଖିଛନ୍ତି ଯେ,…

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

କନ୍ଧମାଳ: ଗାଁକୁ ଆସିପାରିଲାନି ଆମ୍ବୁଲାନ୍‌ସ। ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ସୁସାଭଟା ଗାଁରେ ଦେଖିବାକୁ ମିଳିଛି ଏହି କରୁଣ ଦୃଶ୍ୟ। ଗାଁର କୃଷ୍ଣ ମାଝିଙ୍କ ସ୍ତ୍ରୀ ନିୟମ ଦେଇ ମାଝିଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ…

ମାଡ ଭୟରେ ଥରିଲେଣି ସେସୁ କର୍ମଚାରୀ

ଭୁବନେଶ୍ୱର : ସେସୁ ସିଇଓ ନାଲିଆଖି ଦେଖାଇ ଲାଇନ୍‍ କାଟିବାକୁ ସଜବାଜ ହେଉଥିବାବେଳେ ସେସୁ ଅଧିନରେ କାର୍ଯ୍ୟରତ କିନ୍ତୁ ମାଡ ଭୟରେ ଥରିଲେଣି । ଗାଁକୁ ଯାଇ ଖୁଣ୍ଟରେ ଚଢି ଲାଇନ୍‍ କାଟିଲେ କି ଅବସ୍ଥା ହେବ ତାହା କେବଳ ସେମାନେ ଜାଣିଛନ୍ତି । କେହି ପିଠିରେ ପଡିବେନି । ପୁଲିସ୍‍ ଠିଆକରି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ସ୍ବଗୃହୀ ଚନ୍ଦ୍ର ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି,…

ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକକୁ ଧରିଲା ପୋଲିସ

କଟକ : ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା ।…

ଘରୋଇ ମାଟିରେ ଓଡ଼ିଶା ଏଫସିର ଦବଦବା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ଦବଦବା ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ଉକ୍ତ ଦଳକୁ ଧୂଳି ଚଟାଇଛି। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ…

ଜିଓକୁ ଟକ୍କର ଦେବ ବିଏସଏନଏଲର ଏହି ପ୍ଲାନ

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ଏକ ନୂଆ ବ୍ରଡବ୍ରାଣ୍ଡ୍ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ମୂଲ୍ୟ ରହିଛି ୧,୯୯୯ ଟଙ୍କା। ବର୍ତମାନ ଏହି ପ୍ଲାନ ଫାଇବର ବ୍ରଡବ୍ରାଣ୍ଡ୍ କମ୍ବୋ ପ୍ଲାନ୍ କିଛି ସର୍କଲରେ ଚାଲିଛିଯ ଏଥିରେ ଇଣ୍ଟରନେଟ୍ ୨୦୦…

ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ : ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ ଲଞ୍ଚ ହୋଇଛି। ୟୁକେର କମ୍ପାନୀ Zini Mobiles ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍  Zanco tiny t2 ଲଞ୍ଚ କରିଛି। 3G ଟେକ୍ନୋଲୋଜି  ଥିବା ଏହି ଫୋନର ସାଇଜ୍   ମଣିଷର ଅଙ୍ଗୁଳି ମାପର ହେବ ଭଳି  ବୋଲି କୁହାଯାଉଛି। ଏହା ପୂର୍ବରୁ କମ୍ପାନୀ…

ଦିଲ୍ଲୀ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ମାୟାପୁରୀ ଅଞ୍ଚଳରେ ଶନିବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ୨୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୯୦ ଜଣ ଅଗ୍ନିସମ କର୍ମଚାରୀ ଲୋକଙ୍କ ଉଦ୍ଧାର ସହ ନିଆଁ ଲିଭାଇବା କାମରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କେହି…