Odia News Portal
Monthly Archives

January 2020

ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କଲେ କ୍ରିକେଟିୟର ଋଷଭ ପନ୍ଥ

ବଲିଉଡ୍‌ ଜଗତର କ୍ରିକେଟ୍‌ ସହ ସମ୍ପର୍କ ବେଶ୍‌ ପୁରୁଣା। ପୁଣିଥରେ କ୍ରିକେଟର ଓ ବଲିଉଡ୍‌ର ନାମ ଏକାଠି ଯୋଡ଼ି ହୋଇଛି। କିନ୍ତୁ ଏଥରକ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର ଋଷଭ ପନ୍ଥ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌…

ବିଜେପି ସଭାପତିଙ୍କ ନାମରେ କଟିଲା ଚାଲାଣ

ନବରଙ୍ଗପୁର : ନବରଙ୍ଗପୁରର ବାଇକ୍‌, ଝାରସୁଗୁଡାରେ କଟିଲା ଫାଇନ୍‌ ଚାଲାଣ । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତିଙ୍କ ନିଟକକୁ ଆସିଛି ଏଭଳି ମେସେଜ୍‌ । କାହ୍ନୁ ଦାଶ ବାଇକ ନେଇ କେବେ ଝାରସୁଗୁଡା ଯାଇନାହାନ୍ତି । ହେଲେ ତାଙ୍କ ପାଖକୁ ଆସିଛି ୫୦୦ ଟଙ୍କାର ଫାଇନ୍‌ ମେସେଜ୍‌ । ତାଙ୍କ…

ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନରଙ୍କ ଘରେ ସିବିଆଇ

ରାଉରକେଲା : ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ସିବିଆଇ ରେଡ୍ କରିଛି । ରାଉରକେଲା ସେକ୍ଟର ୬ ସ୍ଥିତ ସି / ୮୧ ଘରେ ଚଢ଼ାଉ କରିଛି ସିବିଆଇ । ରାଞ୍ଚିରୁ ଆସିଥିବା ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି । ଏହା ପୂର୍ବରୁ ଜମାଲ ମୁମ୍ବାଇରେ କଷ୍ଟମ ବିଭାଗରେ କାମ କରୁଥିବାର…

ଏସ୍‌ସିବି ଆଇସିୟୁରୁ କଏଦୀ ଫେରାର

କଟକ : କଟକ ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆଲୋକ ସାହୁ । ଆଲୋକକୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ । ଫିନାଇଲ୍‌ ପିଇ ଗୁରୁତର ହେବା ପରେ ଅଭିଯୁକ୍ତକୁ…

ଆଇଇଏସ୍ ପରୀକ୍ଷାରେ ଓଡିଆ ପୁଅ ଟପ୍ପର

ଭୁବନେଶ୍ୱର : ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ…

ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା। ପ୍ରତିଯୋଗିତାର ପୁରସ୍କାର ବିତରଣ ସମୟରେ ଷ୍ଟେଜ୍ ଉପରେ ଜଣେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ…

ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର

ଯାଜପୁର : ଯାଜପୁର ବଡଚଣା ଢିଅକରନ୍ଦା ଛକରେ ରାସ୍ତା ମଝିରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଛି । ଗ୍ୟାସ୍‌ ଲିକ୍‌ ହେବା ଆଶଙ୍କାରେ ଗ୍ୟାସ୍‌ ଟ୍ୟାଙ୍କର ଉପରକୁ ପାଣି ସ୍ପ୍ରେ କରାଯାଉଛି । ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିବାରୁ ରାସ୍ତାରେ ଅନ୍ୟ ଯାନବାହନ…

ସିଂହଦ୍ବାରରେ ରହିବ ରଥ, ପରିଚାଳନା କମିଟି ସହ ମନ୍ଦିର ପ୍ରକଳ୍ପ ଆର୍କିଟେକଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡରରେ ରଥଯାତ୍ରାର ଏକ ପରିକଳ୍ପିତ ଦୃଶ୍ୟ ମୁଖ୍ୟମନ୍ତ୍ରୀ ଲୋକଲୋଚନକୁ ଆଣିଥିଲେ। ହେଲେ ଦେଖାଯାଇଥିବା ଆନିମେଟେଡ ଦୃଶ୍ୟରେ ରଥଯାତ୍ରା ସିଂହଦ୍ବାର ପରିବର୍ତ୍ତେ ରଥଖଳାରୁ ହେବା ନେଇ ଦେଖିବାକୁ ମିଳିଥିଲା ଓ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା ଯାହାକୁ ନେଇ  ବିବାଦ ଓ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ନନ୍ଦୀଘୋର ନୋଳିଆ…

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…