Odia News Portal
Monthly Archives

January 2020

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କୁ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ। ନିଜ ରାଶିରେ ମଙ୍ଗଳ ଓ ସ୍ବଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବେ। ଯାତ୍ରା, ଗୃହାରମ୍ଭ, ଅନ୍ୟାନ୍ୟ ପ୍ରତ୍ୟେକ…

ଲଞ୍ଚ ହେଲା Vivo S1 Pro , ମିଳିବ ଡାଇମଣ୍ଡ ସେପର କ୍ୟାମେରା

Vivo  କମ୍ପାନୀ ଭାରତୀୟ ବଜାରରେ ସ୍ମାର୍ଟ ଫୋନ Vivo S1 Pro କୁ ଲଞ୍ଚ କରିଛି । ଗତ ବର୍ଷ ଅଗଷ୍ଟ ମାସରେ କମ୍ପାନୀ ସିରିଜର Vivo S1କୁ ମାର୍କେଟରେ ଲଞ୍ଚ କରିଥିଲା । Vivo S1 Pro ନିଜ ପଛ କ୍ୟାମେରାକୁ ଡାଇମଣ୍ଡ ଆକାରର କରିଛି । ଅନ୍ୟପକ୍ଷରେ ଏହି ଫୋନର ଦର କମ୍ପାନୀ ଭାରତୀୟ ମୁଦ୍ରା…

ମିଠୁକୁ ନେଇ ବିବାଦୀୟ ବୟାନ ଦେଲେ ସନ୍ନି

ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି ଏବେ ହିନ୍ଦୀ ଫିଲ୍ମ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତେବେ ନିକଟରେ ଏହି ଅଭିନେତ୍ରୀ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ସନ୍ନି କହିଛନ୍ତି ଯେ ସେ ଏକ ଦ୍ୱନ୍ଦ୍ୱରେ…

ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ସଂଖ୍ୟା ପହଞ୍ଚିଛି । କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ କରାଯାଇଥିଲା । ୫୪ଟି ପର୍ଯ୍ୟାୟରେ ୨୩ଟି ଟିମ୍‌ଙ୍କ ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା । ମୋଟ୍‌…

ଦୂତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ() ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଥିଲେ ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ । ଗତକାଲି ରାଷ୍ଟ୍ରପତି ଭବନରେ…

ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି: କୁମ୍ବଲେ

ଭୁବନେଶ୍ୱର()  କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ଓଡ଼ିଶା ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍ ହେବାର ଆଶା ଦେଖାଯାଉଛି ।ଆଜି ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍ ହବ୍…

ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା

ଲଣ୍ଡନ ()  ଆମେରିକାରର ଡ୍ରୋନ ଆକ୍ରମଣରେ ଇରାନର ସେନା ମୁଖ୍ୟ ଜେନେରାଲ କାସିମ୍ ସୋଲୋମାନିଙ୍କର ମୃତ୍ୟୁ ପରେ ଏବେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଏହା ତୃତୀୟ ବିଶ୍ୱ ଯୁଦ୍ଧର ରୂପ ନେଇ ପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଏହି ଅଭିନେତ୍ରୀଙ୍କୁ ରିପ୍ଲେସ୍ କଲେ ନୋରା

ମୁମ୍ବାଇ() ଆଇଟମ୍ ନମ୍ବର ଦେଇ ବଲିଉଡ୍ରେ ନିଜର ଜାଗା ବନେଇସାରିଲେଣି ନୋରା । ତେବେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍ କରିଛନ୍ତି ବଲିଉଡ୍ର ହଟ୍ କୁଇନ୍ ନୋରା ଫତେହି । ସୂଚନା ଅନୁଯାୟୀ, ଅଜୟ ଦେବ୍ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ପୂର୍ବରୁ ପରିଣୀତି…

ଫେବୃୟାରୀରେ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ

ଭୁବନେଶ୍ୱର()  ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ତଥ୍ୟ ମଗାଯାଇଛି। ଜାନୁୟାରୀ ୨୦ ସୁଦ୍ଧା ସମସ୍ତ ବିଭାଗ ସରକାରଙ୍କ ବିକାଶର…

ମୋ ଠାରୁ ଅଧିକ ମୋ ପୁଅ ଲୋକଙ୍କ କଥା ବୁଝିବ : ସୁର

ଭୁବନେଶ୍ୱର()  ରାଜନୀତି ମଇଦାନରେ ପାଦ ଦେବେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଅଛନ୍ତି ମନ୍ମଥ ରାଉତରାୟ । ୨୦ ଦିନ ବିମାନ ଉଡ଼ାଣ ଓ ବାକି ୧୦ ଦିନ ସାଧାରଣ ଲୋକଙ୍କ କଥା ବୁଝୁଛନ୍ତି…