ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ୱର : ପାଗ ବଦଳିଯାଇଛି । ସବୁଠି ମେଘୁଆ ଓ କୋହଲା ପାଗ । ରାତି ତାପମାତ୍ରା ବଢ଼ିଥିବାବେଳେ ଦିନରେ ପାରଦ ଖସିଛି । ବୁଧବାର ରାଜ୍ୟରେ କେତେକ ଜାଗାରେ ହାଲୁକା ବର୍ଷା ହୋଇଥିବାବେଳେ ଗୁରୁବାର କିଛି ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆଉ ୨ ଦିନ ପାଗ ମେଘୁଆ ରହିବ ।…