Odia News Portal
Monthly Archives

February 2020

ରାଗ ଭୈରବୀ ଶୈଳୀରେ ଗୀତ ଗାଇଲେ ବିଷ୍ଣୁ

ଭୁବନେଶ୍ୱର() ନବୀନ ବାବୁ, ଜନପ୍ରିୟ ସରକାର ।।। ନଦେଲ ଘର ଖଣ୍ଡେ।।। କହିବି କି ଆଉ।।।। ବର୍ଷଟିଏ ବିତିଲା, ସୁଗାର ବଢିଗଲା ।।। ସରକାର ଏଥର ଚିତପଟାଙ୍ଗ ନହେଉ ।।। ରାଗ ଭୈରବୀରେ ଗାଇଲେ ଗୀତ ଶୁନ୍ୟ କାଳରେ ବିଧାୟକ ଘର ନ ପାଇବାକୁ ନେଇ ଝଡ । ୭ ମାସ ହେଲାଣି ବିଧାୟକ ହେଲୁଣି ହେଲେ…

ଖସିଲା ସୁନା-ରୂପା, ଆସନ୍ତୁ ଜାଣିବା ନୂଆ ରେଟ୍

ନୁଆଦିଲ୍ଲୀ : ସପ୍ତାହର ପ୍ରଥମ ଦିନରେ ସୁନା-ରୂପା ଦାମ ଖସିଛି । ଗ୍ଲୋବାଲ୍ ମାର୍କେଟରେ ଦୁର୍ବଳତା ଯୋଗୁଁ ସୋମବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନାର ଦାମ୍ ୨୩୩ ଟଙ୍କା ହ୍ରାସ ପାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ଖସିଛି । ଏକ କିଲୋଗ୍ରାମ ରୂପାର ଦାମ୍ ୧୫୭ ଟଙ୍କା ହ୍ରାସ…

ସମ୍ପତ୍ତି ବିବାଦ ଆଗରେ ଅଲୋଡ଼ା ହେଲା ମାଆ

ବ୍ରହ୍ମପୁର : ନିଜ ଘର ବାହାରେ ପଡ଼ିରହିଲା ଜଣେ ବୃଦ୍ଧାଙ୍କ ମୃତଦେହ । ଡାକ୍ତରଖାନାରୁ ମା’ଙ୍କ ଶବ ଆଣି ଆସିଲେ ତିନି ଝିଅ । ହେଲେ ଘରେ ପଡ଼ିଥିଲା ତାଲା । ତାଲା ଖୋଲିଲେନି ଘର ଭିତରେ ଥିବା ବଡ଼ ଝିଅ । ସମ୍ପତ୍ତି ବିବାଦ ଆଗରେ ଅଲୋଡ଼ା ହେଲା ମାଆ । ପୂର୍ବରୁ ଘରକୁ ନେଇ ବିବାଦ ଥିଲା । ମାମଲା…

୩ ଦିନ ରହିବ ଘନ କୁହୁଡି

ଭୁବନେଶ୍ୱର() ଆହୁରି ୩ ଦିନ ପର୍ୟ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ଜାରି ରହିବ । ଏ ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିବାଗ କେନ୍ଦ୍ର । ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଅନ୍ୟପଟେ ଆଜିଠାରୁ ଶୀତ କମିବା ସହ ଓଡିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢିବ । ରାତିର…

ବେଙ୍ଗାଲୁରୁରୁ ଗିରଫ ହେଲା ପ୍ରେମିକ

ଭୁବନେଶ୍ବର : କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ମାନେନି ବନ୍ଧବାଡ଼ । ପ୍ରେମରେ ଅନ୍ଧ ହୋଇ ଏମିତି ଜଣେ ଯୁବତୀ ପ୍ରେମିକକୁ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଋଣ ଦେଇ ଏବେ ହରଡ ଘଣାରେ ପଡିଛନ୍ତି । ପ୍ରେମିକ ଟଙ୍କା ନ ଫେରାଇବାରୁ ଶେଷରେ କିଛି ଉପାୟ ନପାଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ…

ଏହି କାରଣ ପାଇଁ ହୋଇପାରୁନଥିଲା ଓବିସି ଗଣନା

ଭୁବନେଶ୍ୱର() ୧୯୩୧- ଶେଷ ଥର ପାଇଁ ହୋଇଥିଲା ପଛୁଆବର୍ଗଙ୍କ ଗଣନା । ୨୦୧୧- ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ହୋଇଥିଲା ସର୍ଭେ । ରିପୋର୍ଟ କିନ୍ତୁ ପ୍ରକାଶ ପାଇଲା ନାହିଁ । ୨୦୧୩- ୨୦୧୪ ନିର୍ବାଚନ ପ୍ରଚାର ସମୟରେ ୨୦୧୧ର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ…

ପୁଣି ଧରାପଡ଼ିଲା ପାକିସ୍ତାନ ମିଛ

ନୂଆଦିଲ୍ଲୀ: ପୁଣି ଧରାପଡ଼ିଲା ପାକିସ୍ତାନ ମିଛ । ନକଟରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଜହର ନିଖୋଜ ଥିବା କହିଥିଲା ପାକିସ୍ତାନ । ହେଲେ ସବୁ ମିଛ ପଦାରେ ପଡ଼ିଛି । ଗୁଇନ୍ଦା ବିଭାଗ ହାତରେ ଲାଗିଥିବା ସୂଚନା ମୁତାବକ ଜୈଶ ଇ ମହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ହିଁ ଲୁଚିଛି । FATFର…

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…

ଏହି ସବୁ କାମ କରିବା ପୂର୍ବରୁ ପାଦ ଧୋଇବା ଅତ୍ୟନ୍ତ ଜରୁରୀ

ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି। ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି। ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି ଭୁଲ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରବି ଧନିଷ୍ଠା ନକ୍ଷତ୍ରରେ ରହିଥିବାରୁ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅର୍ଥସଂକଟ ଦୂରେଇଯିବ। ପାରିବାରିକ କ୍ଷେତ୍ର ପାଇଁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ…