MLA ମାନଙ୍କ ସ୍ତ୍ରୀ ଓ ସ୍ୱାମୀଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା
ଭୁବନେଶ୍ୱର() ଏଣିକି ଓଡିଶା ବିଧାନସଭାର ସଭ୍ୟମାନଙ୍କ ସ୍ତ୍ରୀ ଓ ସ୍ୱାମୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଅର୍ଥବିଭାଗ ଗ୍ରହଣ କରିଛି । ଏହା ପୂର୍ବରୁ ପୂର୍ବତନ…