ଆଜି ହଗ୍ ଡେ, ଆସନ୍ତୁ ଜାଣନ୍ତୁ କାହିଁକି ଏବଂ କିପରି ପାଳନ କରାଯାଏ ଏହି ଦିବସ
ଭାଲେଣ୍ଟାଇନ୍ ଓ୍ଵିକ୍ର ୬ଷ୍ଠ ଦିନରେ ହଗ୍ ଡେ’ ପାଳନ କରାଯାଏ। ଆଜି ପ୍ରେମୀଯୁଗଳ ହଗ୍ ଡେ’ ସେଲିବ୍ରେଟ କରିବେ। ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି। ଭାଲେଣ୍ଟାଇନ୍ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍ ଖାସ୍ ହୋଇଥାଏ। ଏହି ଦିନ ନିଜର କିଛି…