Odia News Portal

ସୋସିଆଲ ମିଡିଆରେ ନିଆଁ ଲଗାଉଛି ଜାହ୍ନଭୀଙ୍କ ଏହି ଫଟୋ

ମୁମ୍ବାଇ() ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି।ଜାହ୍ନବୀ ଏବେ ନିଜ ଅପକମିଂ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ନେଇ ବ୍ୟସ୍ତ ଅଛନ୍ତି।

ଏବେ ଜାହ୍ନବୀ ନିଜ ଲାଟେଷ୍ଟ ଫଟୋଶୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ ଦେଖି ଅନେକ ଦର୍ଶକ ପାଗଳ ହୋଇଛନ୍ତି। ଏହି ଫଟୋରେ ଜାହ୍ନଭୀଙ୍କ ସେକ୍ସି ଫିଗର ନଜର ଆସିଛି। କଳା ରଂଗର ବଡିକନ୍ ଡ୍ରେସ୍ରେ ଜାହ୍ନବୀ ଖୁବ ହଟ୍ ଲାଗୁଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।