Odia News Portal
Monthly Archives

February 2020

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ : ବିଶ୍ୱର ୧ ନଂ ବେଲଜିୟମକୁ ହରାଇଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଚଳିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି । ପ୍ରଥମ ଦୁଇଟି ମ୍ୟାଚ୍‌ ଭାରତ ଗତ ମାସରେ ନେଦରଲାଣ୍ଡସ ସହ ଖେଳି ବିଜୟୀ ହୋଇଥିଲା । ପୁଣି ଶନିବାର ଦଳ ବିଶ୍ୱର ଏକ ନଂ ଦଳ ବେଲଜିୟମକୁ ପ୍ରଥମ ମ୍ୟାଚ୍‌ରେ…

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ୨ ମୃତ ଓ ୭ ଗୁରୁତର

ବଲାଙ୍ଗିର : ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ବଲାଙ୍ଗିର ପାଟଣାଗଡ଼ ନିକଟ ଘୁମେର ଓ ପପିଆ ଗାଁର କିଛି ତୀର୍ଥଯାତ୍ରୀ ପୁରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବଲାଙ୍ଗିର ସୋନପୁର ରାସ୍ତାରେ ବାଇପାସ୍‌ଠାରେ ଏକ ଟ୍ରକ୍‌ର ପଛ ପଟେ ବୋଲେରୋଟି ପିଟି ହୋଇ ଯାଇଥିଲା ।…

ଆଜି ବିଶ୍ୱକପ୍‌ ଫାଇନାଲ : ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

ଆଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ ଫାଇନାଲ । ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ସେମିରେ ଏକ ତରଫା ଭାବେ ପାକିସ୍ତାନକୁ ୧୦ ଓ୍ଵିକେଟରେ ହରାଇ ଫାଇନାଲକୁ ଟିକେଟ କାଟିଛି ଭାରତୀୟ ଜୁନିୟିର ଟିମ । ଜବରଦସ୍ତ ଫମରେ ଅଛି ଜୁନିୟର ମେନ ଇନ ବ୍ଲ । ଉଭୟ ବ୍ୟାଟିଂ ଓ…

ରାଜଧାନୀ ବିଦ୍ୟାଳୟରେ ଆସ୍ଥାନ ଜମାଇଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

ଭୁବନେଶ୍ୱର : ଟିଉସନଖୋର ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଚର୍ଚ୍ଚାରେ ଥିବାବେଳେ ଦୀର୍ଘଦିନ ଧରି ରାଜଧାନୀରେ ଆସ୍ଥାନ ଜମାଇଥିବା ବିଦ୍ୟାଳୟ ଶିକ୍ଷକଙ୍କୁ କେବେ ହଟାଯିବ ତାହାକୁ ନେଇ ଦାବି ଉଠିଲାଣି । ରାଜଧାନୀର ଗୋଟିଏ ଗୋଟିଏ ହାଇସ୍କୁଲରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ପୁଷ୍ୟା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ କିନ୍ତୁ କୌଣସି କାମ ଅଟକି ରହିବ ନାହିଁ ା ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା…

ପ୍ରେମ ଓ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲେ ଯବାନ

ଭୁବନେଶ୍ବର :  ପ୍ରେମ ଓ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲେ ଜଣେ ଯବାନ । ତାଙ୍କ ନାଁ ରାଜ କିଶୋର ଭୋଇ । OSAP ତୃତୀୟ ବାଟାଲିୟନର ସିପାହୀ ରାଜ କିଶୋର ଭୋଇ । ତାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପ୍ରେମ ପ୍ରତାରଣା ନେଇ ରାଜକିଶୋରଙ୍କ ନାଁରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା…

ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କଲା ନ୍ୟୁଜିଲାଣ୍ଡ

ଟେ୍ଵଣ୍ଟି ୨୦ ସିରିଜ ପରାଜୟର ବଦଲା ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ । ଅକଲାଣ୍ଡରେ ଟିମ ଇଣ୍ଡିଆକୁ ୨୨ ରନରେ ହରାଇ ଆଗୁଆ ସିରିଜ କବଜା କରିଛି କ୍ୱିଓ୍ଵି ଟିମ । ୨୭୪ ରନ ଟାର୍ଗେଟକୁ ପିଛା କରୁଥିବା ବିରାଟ ଆଣ୍ଡ କୋ ୨୫୧ ରନ କରି ଅଲଆଉଟ ହୋଇଛି । ୯୬ ରନରେ ୫ଟି ଓ୍ଵିକେଟ ହରାଇ ବ୍ୟାଟିଂ…

ମା’ ହେଲେ ଏହି ଅଭିନେତ୍ରୀ, ଦେଲେ କନ୍ୟା ସନ୍ତାନକୁ ଜନ୍ମ

ବଲିଉଡ୍‌ ଅଭିନେତ୍ରୀ କଳ୍‌କୀ କୋଚ୍‌ଲିନ୍‌ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଦମ୍‌ଦାର ଅଭିନୟ ଯୋଗୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଳ୍‌କୀ ୨୦୧୯ ଶେଷ ଆଡ଼କୁ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସେ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ଗାୟ…

ଆସିଲା ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ

ମନୋଜ ବାଜପେୟୀ ଓ ଦିଲଜିତ ଦୋସାଞ୍ଝ ଅଭିନୀତ ଫିଲ୍ମ ‘ସୁରଜ ପେ ମଙ୍ଗଳ ଭାରି’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏହି ବିଶେଷ ଦୃଶ୍ୟ ଟିକୁ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ଟର୍ମିନାଲରେ ହିଁ ସୁଟିଂ କରାଯାଇଥିବା ଜଣା ଯାଇଛି । ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ଶର୍ମା ।…

 ଦେଶରେ ଏନଆରସି ଲାଗୁ କରିବାର ନିଷ୍ପତି ସରକାର ନେଇନାହାନ୍ତି

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରେ ମହିଳା ଓ ଦଳିତ ସ୍ଥାନ ପାଇବା ସ୍ୱାଗତଯୋଗ୍ୟ ଦଳିତ ନିର୍ଯାତନା ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ମିଳିବା ଉଚିତ ଭୁବନେଶ୍ୱର () ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ…