Odia News Portal
Monthly Archives

February 2020

ଫେସବୁକ ଓ ଟ୍ୱିଟରରେ ଲୋକଙ୍କ ସମସ୍ୟା ବୁଝିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଖାଉଟି କଲ୍ୟାଣ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ସମସ୍ୟା ସିଧାସଳଖ ବୁଝିବା ସହ ଏହାର ସମାଧାନ ମଧ୍ୟ କରିବେ । ଏହି ଫେସବୁକ ଏବଂ ଟ୍ୱିଟର ଲାଇଭ ଜରିଆରେ ପ୍ରତ୍ୟେକ ଜନସାଧାରଣ ନିଜର ଟ୍ୱିଟର ହ୍ୟାଲେ…

ବିଜୁ ଜୟନ୍ତୀ ନିମନ୍ତେ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ବୈଠକ

ଭୁବନେଶ୍ୱ() ଆସନ୍ତା ମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନୟନ୍ତୀରୁ ସପ୍ତାହବ୍ୟପୀ କାର୍ୟ୍ୟକ୍ରମ ଆୟୋଜନ ପାଇଁ ବିଜୁ ଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି କାର୍ୟ୍ୟକ୍ରମକୁ ସଫଳକରିବା ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବ ବିଜେଡି ରାଜ୍ୟ…

ଦିଲ୍ଲୀରେ ପୁଣି କେଜ୍ରିଓ୍ୱାଲ ସରକାର

ନୂଆଦିଲ୍ଲୀ() ଦିଲ୍ଲୀରେ ଶେଷ ହେଲା ମତଦାନ । ଜନତା ସେମାନଙ୍କ ନେତା ବାଛିସାରିଛନ୍ତି । ୭୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି । ତେବେ ପୁଣି କେଜ୍ରିଓ୍ୱାଲ ସରକାର ଗଠନ କରିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣରେ ସୂଚନା…

ବାଣ ବିସ୍ଫୋରଣ ହୋଇ ୧୫ ମୃତ

ଅମୃତସର() ପଞ୍ଜାବରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଅନେକ ଆହତ ହୋଇଛନ୍ତି। ପଞ୍ଜାବର ତରନତାରନରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ କୀର୍ତ୍ତନ ପାଇଁ ଟ୍ରାକ୍ଚରରେ ଯାଉଥିବା ବେଳେ ଟ୍ରଲିରେ ବାଣ ରଖିଥିଲେ ବୋଲି ଜଣାପଡ଼ିଛି। କୌଣସି କାରଣରୁ…

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ୍, ଲେନିନ-ଲିଙ୍ଗରାଜ ଚାମ୍ପିଅନ

ସିଏସ ବାବୁ-ପିକେ ପାତ୍ର ରନର୍ସ ଅପ ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ…

ଫିଟନେସ୍ ପାଇଁ ସିରିୟସ୍

ଭୁବନେଶ୍ୱର () ବାବୁସାନ ୩୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି। ପୂର୍ବରୁ ନିଜ ଫିଟ୍ନେସ୍ ପ୍ରତି ଗୁରୁତ୍ୱ ଦେଉ ନ ଥିବା ବାବୁସାନ ଏବେ ପୂରା ବଦଳିଯାଇଛନ୍ତି। ହଟ୍ ଲୁକ୍ରେ କିପରି ଦର୍ଶକଙ୍କ ମନ ଜିଣିବେ ସେଥିପାଇଁ ସେ ଗତ ଦେଢ଼ ବର୍ଷ ହେବ…

ଚିଲିକାରେ ଫସିଲା ଭସାପୋଲ

ଚିଲିକା () ଚିଲିକା ମଝିରେ ଫସି ଅଟକ ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଏହି ଭସାପୋଲରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ପୋଲରେ ଗୋଟିଏ ବସ ସହ କିଛି ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି ।

ସାପ କି ବାଦୁଡି ନୁହେଁ, ଏହି ଜୀବଠାରୁ ବ୍ୟାପିଛି କରୋନା ଭାଇରସ

ନୂଆଦିଲ୍ଲୀ() କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି ଦେଶରେ ନିଜର କାୟା ବିସ୍ତାର…

କରୋନା ପାଇଁ ୧୦୦ ନିୟୁତ ଡଲାର୍ ସହାୟତା ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ() ସାରା ବିଶ୍ବରେ ଏବେ କରୋନା ଚିନ୍ତା । କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି…

ପକ୍କା ହେବ ସବୁ ପଂଚାୟତ : ପ୍ରତାପ ଜେନା

ଭୁବନେଶ୍ୱର() ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ…