Odia News Portal

ଚିଲିକାରେ ଫସିଲା ଭସାପୋଲ

ଚିଲିକା () ଚିଲିକା ମଝିରେ ଫସି ଅଟକ ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି । ଏହି ଭସାପୋଲରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ପୋଲରେ ଗୋଟିଏ ବସ ସହ କିଛି ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି ।