Odia News Portal
Monthly Archives

March 2020

ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । କରୋନା ବିରୋଧରେ ମୋଦୀ ନେଇଥିବା ଐତିହାସିକ ଓ ସାହାସିକ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନିଶ୍ଚିତ ଭାବେ ଦେଶର ଅର୍ଥ ବ୍ୟବସ୍ଥାରୁ…

ଚୀନ୍‌ ବିରୋଧରେ ଆମେରିକା କଲା ମକଦ୍ଦମ

ନୂଆଦିଲ୍ଲୀ : ପୂର୍ବରୁ ଯାହା ଚର୍ଚ୍ଚା ଚାଲୁଥିଲା, ଯାହା ଶୁଣା ହେଉଥିଲା ଏବେ ସେକଥା ସତ ହୋଇଛି । ଆମେରିକାର ଏକ କମ୍ପାନୀ ଚୀନ୍‌ ନାଁରେ ମକଦ୍ଦମା କରିଛି । ଆଉ ୨୦ ଟ୍ରିଲିୟନ୍‌ (୨୦ ଲକ୍ଷ କୋଟି ଡଲାର) କ୍ଷତିପୂରଣ ଦାବି କରିଛି । ଅଭିଯୋଗରେ ଏହି କମ୍ପାନୀ କହିଛି ଯେ ଚୀନ୍‌ ଜାଣିଶୁଣି କରୋନା…

୩ମାସର ଦରମା ଦାନ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.…

କରୋନା ପାଣ୍ଠିକୁ ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅବା କୋଭିଡ ୧୯ ଫଣ୍ଡକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୦ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ଏବେ ସରା ଦେଶ ପାଇଁ ବିପର୍ଯୟ ଆଣିଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ …

ଭାରତ ଫେରିବାକୁ ଚାହୁଁଛନ୍ତି ପାକିସ୍ତାନର ଏହି ବୋଲର

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ରାଜୁତି କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଯଥା ସମ୍ଭବ ପ୍ରୟାସ କରି ନିଜ ଦେଶକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛି। ତେବେ ଭାରତ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଡାନିଶ କାନେରିଆ(danish kaneria)।…

ଭାରତରେ ଆଉ ଏକ ମୁଣ୍ଡ ନେଲା କରୋନା

ଇନ୍ଦୋର() ସାରା ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୫ ବର୍ଷୀୟା ମହିଳା ଇନ୍ଦୋରର ସରକାରୀ ପରିଚାଳିତ ମାଇ ହସ୍ପିଟାଲରେ ଚିକିତ୍ସିତ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଲକ୍‌ ଡାଉନ୍‌ ପାଇଁ ଅତ୍ୟାବଶ୍ୟକ ଜିନିଷ ପହଞ୍ଚି ପାରୁନି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧ୍ୟାନ ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକ୍‌ ଡାଉନକୁ ଓଡ଼ିଶାରେ କଡ଼ାକଡ଼ି କରାଯାଇଛି। କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ ରାଜ୍ୟ ସୀମାରେ…

କରୋନା ଭାଇରସ ସହ ଲଢ଼ିବାର ମନ୍ତ୍ର କହିଲେ ମାରିଆ ସାରାପୋଭା

ଋଷର ପୂର୍ବତନ ଟେନିସ ଷ୍ଟାର ମାରିଆ ସାରାପୋଭା କରୋନା ଭାଇରସରୁ ସୃଷ୍ଟି ହେଉଥିବା ଚିନ୍ତା ତଥା ଅବସାଦକୁ କମ କରିବା ଉପାୟ କହିଛନ୍ତି। ତାଙ୍କ କହିବାନୁଯାୟୀ ଏଥିପାଇଁ ଆୟୁର୍ବେଦର ପଞ୍ଚକର୍ମ ସବୁଠାରୁ ଅଧିକ ଲାଭକାରୀ। ଶରୀରକୁ ଡିଟକ୍ସ କରିବାରେ ପଞ୍ଚକର୍ମ ସାହାଯ୍ୟ କରେ। ଏହା ଶରୀରର…

ନବୀନଙ୍କୁ ପ୍ରତାପଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସାରା ଦେଶରେ ଲକ୍-ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ଅନେକ ଓଡିଆ ଫସି ରହିଛନ୍ତି । ରାଜ୍ୟ ବାହାରେ ଫସିରହିଥିବା ଓଡିଆଙ୍କ ସହାୟତା ପାଇଁ ପ୍ରତାପ ଅନୁରୋଧ କରିଛନ୍ତି । ଏହା ସହ…

ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ

ଲଣ୍ଡନ() ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ। ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ…