Odia News Portal
Monthly Archives

March 2020

ଏହି ବ୍ୟାଙ୍କରେ ରହିବ ଜଗା ଟଙ୍କା

ଭୁବନେଶ୍ୱର() ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିବ । ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏହି ଟେଣ୍ଡରରେ ଇଣ୍ଡିଆନ ବ୍ୟାଙ୍କ ୨ୟ ସ୍ଥାନରେ ରହିଥିବା ବେଳେ କାନାରା ବ୍ୟାଙ୍କ ତୃତିୟ ସ୍ଥାନରେ…

ଏହି କାରଣ ପାଇଁ ଗୁଗୁଲ ବଦଳାଇଲା ତାର ଡୁଡଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ସଚେତନତା ପାଇଁ ଗୁଗୁଲ ନିଜର ଡୁଡଲ ମାଧ୍ୟମରେ ହାତ ହୋଇବାର ସଠିକ୍ ପ୍ରଣାଳୀ ଦେଖାଇଛି । https://youtu.be/h8OX0FNWANM ଡୁଡଲ ମାଧ୍ୟମରେ ଗୁଗୁଲ ଜଣେ ବିଶେଷ ବ୍ୟକ୍ତିଙ୍କୁ ମନେ ପକାଇଛି, ଯେ…

କମଳନାଥଙ୍କ ଇସ୍ତଫା

ଭୋପାଲ() ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ । ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନ ୫ଟା ସୁଦ୍ଧା…

ଜନଗଣନା ସ୍ଥଗିତ ପାଇଁ ନବୀନଙ୍କ ଚିଠି

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ କିଛି ନିଷ୍ପତ୍ତି ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି ଯେ, କରୋନାକୁ…

ଭାରତର ଏହି ରାଜ୍ୟରୁ କରେନା ନେଲା ପଞ୍ଚମ ମୁଣ୍ଡ

ରାଜସ୍ଥାନ() ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ…

‘ନିର୍ଭୟା’ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ଥିଲା ଜାଣନ୍ତୁ …

ନୂଆଦିଲ୍ଲୀ() ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଫାଶୀ ଦିଆଯାଇଛି। ପୂର୍ବରୁ ତିନି ଥର ସେ ଫାଶୀକୁ ରୋକିବାରେ ସଫଳ ହୋଇଥିଲେ ହେଁ, ଏଥର ଆଉ ପାରି ନଥିଲେ। ତାଙ୍କ ଆବେଦନର ଶୁଣାଣି କରିବାକୁ…

ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରପିଶାଚ

ନୂଆଦିଲ୍ଲୀ() ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ମିରଟରୁ ଆସିଥିବା ଜହ୍ଲାଦ ପବନ ମଣିଷରୂପୀ ୪…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାପଗ୍ରସ୍ତ ମଙ୍ଗଳଜନିତ ସ୍ବାସ୍ଥ୍ୟ ହାନିଜନିତ ହତୋତ୍ସାହିତ ହୋଇପାରନ୍ତି। ପରିବାର ହେଉ କିମ୍ବା କର୍ମକ୍ଷେତ୍ର ହେଉ, ଆପଣ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ । ଦ୍ୱିଜା ନକ୍ଷତ୍ର ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକ ସ୍ଥିତି, ସଭା ସମିତି,…

ନୀଳଚକ୍ର ବାନାରେ ଲାଗିଲା ନିଆଁ, ଦେଖନ୍ତୁ ପୁରା ଭିଡିଓ

ପୁରୀ() ସାରା ରାଜ୍ୟରେ କରୋନା ଭାଇରସକୁ ନେଇ ହାହାକାର ମଚିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଗନ୍ନାଥ ମନ୍ଦିରରେ ଉପରେ ଥିବା ପତିତପାବନ ବାନାରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୮ଟା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ପାପ ମୋଚନ ଏକାଦଶୀ…

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ହେଲେ ଚାଲିବ ନୀତିକାନ୍ତି

ଭୁବନେଶ୍ୱର() ଧର୍ମାନୁଷ୍ଠାନକୁ ନା । ଆସନ୍ତା କାଲିଠାରୁ ଏପ୍ରିଲ ପହିଲା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ହେଲେ ଚାଲିବ ନୀତିକାନ୍ତି । ସେହିପରି ପୋଖରୀରେ ଗାଧୋଇବା ମନା । ସଂସ୍କୃତିକ ଅନୁଷ୍ଠାନ, ଲାଇବ୍ରେରୀ, music ଥିଏଟରକୁ ବି ନା । ଜୟଦେବ ବଟିକା, ବଟନିକାଲ ଗାର୍ଡେନ ତଥା ଜଙ୍ଗଲ ଓ…