Odia News Portal
Monthly Archives

March 2020

ଭାରତର ଏହି ରାଜ୍ୟରୁ କରୋନା ନେଲା ଚତୁର୍ଥ ମୁଣ୍ଡ

ନୂଆଦିଲ୍ଲୀ() ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଜାବର। ସେ ନଭାଶହର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ…

କରୋନା ନେଇ ୨୪ ଘଂଟାର ତଥ୍ୟ ଦେଲେ ବାଗଚୀ

ଭୁବନେଶ୍ୱର() ଆଜି ପୁଣି ୨୪ ଘଂଟାର ଅପଡେଟ୍ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି , ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା । ଜଣଙ୍କୁ ଛାଡି ସମସ୍ତଙ୍କର ନେଗେଟିଭ୍ ରିପୋର୍ଟଆସିଛି । ସେହିପରି ବାହାରୁ ଆସିଥିବା ୨୬୨୬ ଜଣ ସରକାରୀ ଅନଲାଇନ୍…

ସାବୁନ ନା ସାନିଟାଇଜର ? କରୋନା ପାଇଁ କେଉଁଟା ସୁରକ୍ଷିତ ଜାଣନ୍ତୁ

ଭୁବନେଶ୍ୱର() କରୋନା ଭାରତ ସହ ୧୫୪ ଦେଶରେ ବ୍ୟାପି ସାରିଲାଣି । ଏପର୍ୟ୍ୟନ୍ତ ପାଖାପାଖି ୧ ଲକ୍ଷ ୪୫ ହଜାର ଲୋକ ଏହାର ଶିକାର ହୋଇସାରିଲେଣି । ତେବେ ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁଟି ଅଧିକ ପ୍ରଭାବୀ, ସାବୁନ ନା ସାନିଟାଇଜର ? ୟୁନିଭର୍ସିଟି ଅଫ ସାଉଥ ୱେଲ୍ସର ପ୍ରଫେସର ପଲ…

୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜଲ୍ହାଦକୁ ମିଳିବ ଏତିକ ଟଙ୍କା

ନୂଆଦିଲ୍ଲୀ() ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବାର । ସକାଳ ୫.୩୦ରେ ଏହି ଫାଶି ଦିଆଯିବ । ଏହି ଫାଶୀ ତିହାର ଜେଲରେ ଦିଆଯିବ। ଏ ସମ୍ପର୍କରେ ଜେଲ ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଦିନ ତିହାର ଜେଲକୁ ମେରଠରୁ ପୱନ…

ଶେଷ ଚାଲ ଫେଲ, କାଲି ଫାଶି

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀ ମୁକେଶ ସିଂର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସୂଚନା ଅନୁସାରେ , ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ…

ଜିଓର ବଡ ଘୋଷଣା, ଗ୍ରାହକଙ୍କ ପାଇଁ ଆଣିଲା ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ() ପୁଣି ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ନୂଆ ଏବଂ ଶସ୍ତା ପ୍ଲାନ୍ । ୧୨୯ ଟଙ୍କିଆ ପ୍ଲାନ୍ ଆଣିଛି ଜିଓ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ମିଳିବ । କଲିଂ ପାଇଁ ଏହି ପ୍ଲାନରେ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂର ଫାଇଦା ମିଳିବ । ଯଦି ଗ୍ରାହକ ଅନ୍ୟ…

ପୋଲିସ ଡିଜିଙ୍କ ମହାନତା

ଭୁବନେଶ୍ୱର () ମାନବିକତା ଦେଖାଇଲେ ପୋଲିସ ଡିଜି ଅଭୟ । ଆଜିଲୋକସେବା ଭବନରେ କାର୍ୟ୍ୟରତ ଜଣେ କଳିଙ୍ଗ ଟିଭିର ଭିଡ଼ିଓ ଜରନାଲିଷ୍ଟ ପପୁ ସୂଟିଂ କରୁଥିବା ସମୟରେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ଏହାକୁ ଦେଖି ସାମ୍ନାରେ ଥିବା ପୋଲିସ ଡିଜି ଅଭୟ ତୁରନ୍ତ ତାକୁ ଉଠାଇବାରେ ସାହାଯ୍ୟ କରିଥିଲେ।…

କାଲିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ() ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ତେଣୁ ସାଧାରଣ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । କିନ୍ତୁ ପୂର୍ବପରି ଜାରି ରହିବ ଶ୍ରୀଜିଉଙ୍କ ନୀତିକାନ୍ତି । କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି…

କରୋନା ମୁକାବିଲାରେ ସମସ୍ତଙ୍କ ରୋଲ ମଡେଲ ନବୀନ

ଭୁବନେଶ୍ୱର () ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କରୋନା ଭଳି ବିଶ୍ୱ ମହାମାରି ମୁକାବିଲାରେ ସମସ୍ତଙ୍କ ପାଇଁ ରୋଲ ମଡେଲ ହୋଇଛନ୍ତି । ଏକଥା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୀକାର କରିଛନ୍ତି । କେବଳ…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଜଷ୍ଟିସ

ନୂଆଦିଲ୍ଲୀ() ରାଜ୍ୟସଭାର ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ। ପ୍ରଥମଥର ପାଇଁ ଦେଶର କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସେପଟେ ଗୋଗୋଇ…