ଲଞ୍ଚ ହେଲା ଭୋଡାଫୋନର ଧୂଆଁଧାର ପ୍ଲାନ
ଟେଲିକମ୍ କମ୍ପାନୀ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ ଲଞ୍ଚ କରୁଛି। କମ୍ପାନୀ ଗୁଡିକ ନୂଆ ପ୍ଲାନ ସହିତ ପୁରୁଣା ପ୍ଲାନର ଫାଇଦା ମଧ୍ୟ ଦିନକୁ ଦିନ ବଢିଚାଲିଛି। ନିକଟରେ ଭୋଟାଫୋନ ଏବଂ ଆଇଡିଆ ୨୪୯ ଏବଂ ୩୯୯ ଏବଂ ୫୯୯ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା।…
