ବିଜେଡି ପ୍ରାର୍ଥୀ ଘୋଷଣା ପରେ ଅଠାକାଠିରେ ବିଜେପି : ଗୋଟିଏ ଆସନ ହାତେଇବା ଆଶା ପାଣିଫୋଟକା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବିଜେପି ଏକ ପ୍ରକାର ଅଠାକାଠିରେ ପଡିଯାଇଛି । ବିଜେଡିକୁ ମନାଇ ଅତି କମ୍ରେ ଗୋଟିଏ ଆସନ ବିଜେପି ହାତେଇବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପାଣିଫୋଟକା ପ୍ରାୟ ହୋଇଯାଇଛି । କାରଣ ଏବେ…
