କରୋନା ସହ ଲଢ଼ିବାକୁ ଏହି ଅଭିନେତ୍ରୀ ବନିଲେ ନର୍ସ
ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। କରୋନାରୁ ବର୍ତ୍ତିବାକୁ ସରକାର ମଧ୍ୟ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରା ଏଭଳି କାମ କରିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାଞ୍ଚଲି ଲାଇଫ ଇନ ଏ ସ୍ଲୋରେ ଅଭିନୟ କରିଥିବା ଏହି ଅଭିନେତ୍ରୀ…