Odia News Portal
Monthly Archives

March 2020

ଲକଡାଉନ ଯୋଗୁଁ ହୋମ ଡେଲିଭରି ହେବ ମଦ

ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ । ଚିନ୍ତାରେ ମଦୁଆ । କେଉଁଠି ବ୍ଳାକରେ ମଦ କିଣୁଛନ୍ତି ତ କେଉଁଠି ଲକଡାଉନର ସପ୍ତାହକ ପରେ ବ୍ଳାକରଙ୍କ ପାଖରେ ବି ଷ୍ଟକ ଶେଷ ।ଏଭଳି ଅବସ୍ଥାରେ ମାନସିକ ଭାରସାମ୍ୟ ହରାଉଛନ୍ତି ମଦୁଆ । କେରଳରେ ପରସ୍ଥତି ଏଭଳି ଯେ ମଦ ଅଭାବରୁ ଲୋକେ ଆତ୍ମହତ୍ୟା କରିବାକୁ…

ଲୋକସେବା ଭବନରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ

ଭୁବନେଶ୍ୱର ()ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା । ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍ । ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନରେ ପାସ୍ ହୋଇଥିବା…

୭ ଲକ୍ଷରେ ପହଞ୍ଚିଲା କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ () କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏବେ ସୁଦ୍ଧା ଏହି ସଂଖ୍ୟା ୭,୨୧,୯୪୬ ରେ ପହଞ୍ଚିଛି । ସେହିଭଳି କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୩୩,୯୬୬ ଡେଇଁଛି । ମୋଟ ୧,୫୧,୩୧୨ ରୋଗୀ ଆରୋଗ୍ୟ ହୋଇଛନ୍ତି । ଆମେରିକାରେ ୧୮,୪୬୯ ନୂଆ ରୋଗୀ ଚିହ୍ନଟ ହେବା…

୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସୋମବାର ଉପକୂଳ ଓଡ଼ିଶା ସମେତ ୧୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସୋମବାର ଉପକୂଳ…

ଆଜି ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର : ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭାର ଅଧିବେଶନ । ଏ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନରେ ପାରିତ ହେବା ସହ ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାରିତ ହେବ । ଏଥିପାଇଁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ଲୋକସେବା ଭବନର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇ ଖୁସି…

ଅଶ୍ୱିନୀ ହସ୍ପିଟାଲ ହେବ COVID-19 ହସ୍ପିଟାଲ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର.ବଲାକ୍ରିଷ୍ଣନ୍ ଆଜି କଟକରେ ଥିବା ଅଶ୍ୱିନୀ ଡାକ୍ତରଖାନା ପରିଦର୍ଶନ କରି COVID-19 ରୋଗୀଙ୍କ ଚିକିତ୍ସା ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ବାଲକ୍ରିଷ୍ଣନ୍ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ କଟକ…

ଘର ଭଡ଼ା ମାଗିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ()ଭଡ଼ାଘରେ ରହୁଥିବା ଶ୍ରମିକଙ୍କୁ ଭଡ଼ା ପାଇଁ ମାଲିକ ଏବେ ଦାବି କରିପାରିବେ ନାହିଁ । ମାସକ ପାଇଁ ଘର ଭଡ଼ା ଦାବି ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡ଼ିବାକୁ ବାଧ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅସ୍ଥାୟୀ ଶିବିର ଓ…

ସମ୍‌ରେ COVID-19 ହସ୍ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଏବଂ ୫-ଟି ସଚିବ

ଭୁବନେଶ୍ୱର : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ରବିବାର ଦିନ ସମ୍‌ ହସ୍‌ପିଟାଲ୍‌ରେ ସ୍ଥାପିତ ହେଉଥିବା ଦେଶର ସର୍ବବୃହତ COVID-19 ହସ୍ପିଟାଲର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସୋଆ ବିଶ୍ୱ ବିଦ୍ୟାଳୟର କ୍ୟାମସ୍‌ -୨ରେ କୋଭିଡ୍‌…

କ୍ୱାରେଣ୍ଟାଇନ୍‌ରେ ଏବେ ୫୦ ଯବାନ

ମଧ୍ୟପ୍ରଦେଶ  : ମଧ୍ୟପ୍ରଦେଶର ଟେକନପୁରରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ୫୦ଜଣ ଜବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି। ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଟେକନପୁର ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଅବସ୍ଥିତ ।…