କରୋନାରେ ଆକ୍ରାନ୍ତ ହେଲା ବିଲେଇ
ଆମେରିକାରେ ୨ଟି ପୋଷା ବିଲେଇ କରୋନା ସଂକ୍ରମଣ ଶିକାର ହୋଇଛନ୍ତି । ପ୍ରଥମଥର ପାଇଁ ଆମେରିକାରେ ପଶୁଙ୍କ ଦେହରେ ଏହି ସଂକ୍ରମଣ ହୋଇଛି ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି । ଶ୍ୱାସ ରୋଗରେ ଆକ୍ରାନ୍ତ ଥିବା ଏହି ୨ଟି ବିଲେଇ ସେମାନଙ୍କ ମାଲିକ କିମ୍ବା ପଡ଼ୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିବା…