Odia News Portal
Monthly Archives

April 2020

ଆଜିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଜିଠାରୁ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ,…

କାଳବୈଶାଖୀର ପ୍ରଭାବ : ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ

ଚାନ୍ଦବାଲି : କାଳବୈଶାଖୀର ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଘଣ୍ଟେଶ୍ୱରରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ କୁଆପଥର ମାଡ ହୋଇଛି । ସନ୍ଧ୍ୟାରେ ଘଣ୍ଟେଶ୍ୱରରେ ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ ହୋଇଥିଲା । ତେବେ ଦୀର୍ଘ ସମୟ…

କରୋନା ଆଢୁଆଳରେ ବେକ ସଳଖୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : କରୋନା ପଞ୍ଝାରେ ଏବେ ଓଡିଶା ଠାରୁ ଆରମ୍ଭ କରି ସମଗ୍ର ଦେଶ କବଳିତ ଥିବାବେଳେ ଏହାର ଆଢୁଆଳରେ କିନ୍ତୁ ରାଜ୍ୟ କଂଗ୍ରେସ ବେକ ସଳଖିବାରେ ଲାଗିଛି । କରୋନା ପାଇଁ ହେଉ କିମ୍ବା ଅନ୍ୟ କେଉଁଥିପାଇଁ ହେଉ ପ୍ରଦେଶ କଂଗ୍ରେସ ଚଳ ଚଞ୍ଚଳ ହୋଇ ଉଠିଛି । ସରକାରୀ ଢାଞ୍ଚାରେ ପ୍ରତିଦିନ ପ୍ରେସ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସହଯୋଗୀ ମନୋଭାବରୁ କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ଲାଭ ସଙ୍ଗକୁ ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ବନ୍ଧୁ ମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ଚଳଚ୍ଚିତ୍ର ଓ ରଚନାମତ୍କ…

ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର : ଏବେ ଆରମ୍ଭ ହେବାକୁ ଯାଉଛି ‘ଶ୍ରୀ କୃଷ୍ଣ’

ମୁମ୍ବାଇ : ଦୂରଦର୍ଶନ ଗତ କିଛି ଦିନ ଭିତରେ ପୁରୁଣା ସୋ ପୁଣି ଥରେ ପ୍ରସାରଣ କରି ସମସ୍ତ ଟିଆରପି ରେକର୍ଡ ଭାଙ୍ଗିଛି। ଲକଡାଉନ୍ ଚାଲିଥିବାବେଳେ ଦୂରଦର୍ଶନ ଏହି ସମୟରେ ଦର୍ଶକଙ୍କ ପାଇଁ ‘ରାମାୟଣ’, ‘ମହାଭାରତ’, ‘ଚାଣକ୍ୟ’, ‘ଶକ୍ତିମାନ’, ‘ଦେଖ ଭାଇ ଦେଖ’ ଭଳି ସୁପରହିଟ୍ ସୋ ଫେରାଇ ଆଣିଛି।…

ଓଡିଶାରେ ଫସିଥିବା ୨୬ ପାରୋ ପର୍ଯ୍ୟଟକଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଲା ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରେ ଫସି ଥିବା ୨୬ ପର୍ଯ୍ୟଟକଙ୍କୁ ନେବା ପାଇଁ ବେଙ୍ଗାଲୁରୁରୁ ଭୁବନେଶ୍ଵରରେ ପହଁଚିଲା ସ୍ୱତନ୍ତ୍ର ବିମାନ Drukair KB 293। ମଧ୍ୟାହ୍ନ୨ଟା ସମୟର ଏହି ବିମାନଟି ଓଡ଼ିଶାରେ ଫସି ଥିବା୨୬ ଜଣ ପାରୋ (ଭୁଟାନ)ର ପର୍ଯ୍ୟଟକଙ୍କୁ ଧରି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ଭାରି…

ଆଜି ରାତି ୧୦ଟାରୁ ଏହି ୩ଟି ଜିଲ୍ଲାରେ ୬୦ ଘଣ୍ଟା ସଟଡାଉନ୍

ଭୁବନେଶ୍ୱର : ୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍ । ଆଜି ରାତି ୧୦ଟାରୁ ରବିବାର ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟା ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୫ ଦିନ ଭିତରେ ଲଗାତ ଏହି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବୃଦ୍ଧି ପାଇଛି । ନିଶ୍ଚିତ…

ରକ୍ତ ସମ୍ପର୍କରେ ଧୋକା ଦେଲା ଭାଇ

ସୁନ୍ଦରଗଡ : ରକ୍ତ ସମ୍ପର୍କରେ ଧୋକା ଦେଲା ଭାଇ। ଭାଇକୁ ମାରିଦେଲା ଭାଇ। ବଣାଇ ଥାନା ଅନ୍ତର୍ଗତ ଜୀବିକା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ସାନ ଭାଇ ହାଣି ଦେଇଛି ବଡ ଭାଇକୁ। ଟାଙ୍ଗିଆ ଚୋଟରେ ବଡ ଭାଇ ସେଇଠି ହିଁ ଟଳି ପଡିଲା। ସୂଚନା ଅନୁଯାୟୀ ଗ୍ରାମର ସୁକଦେବ କିଷାନଙ୍କ ଘରକୁ ଲାଗିଥିବା…

ବାପାର ଏସିଡ୍ ମାଡ଼ରେ ପୁଅ ଗୁରୁତର

ଫୁଲବାଣୀ : ପୁଣିଥରେ ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତର କୁଟିଗଡରେ ବାପା ନିଜ ପୁଅ ଉପରକୁ ଏସିଡ୍ ପକାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ।ଏବେ ସବୁଆଡେ ଲକଡାଉନ ଚାଲିଥିବାରୁ କୌଣସି କାମ ଧନ୍ଦାକୁ ଯାଇ…

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ବଲାଙ୍ଗିର : ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ହୋଇ ଧାଇଁଲେ ମାଓବାଦୀ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚ।ୟତ ଭରୁଆମୁଣ୍ଡା ବର୍ତିଆ ଗାଁ ପାଖରେ ଥିବା ଚାନ୍ଦିଲି ପାହାଡ଼ରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ…