ବିପତ୍ତି ସମୟରେ ଧର୍ମଶାଳାରେ ରେସନ ବଣ୍ଟନ କଲେ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ
ଧର୍ମଶାଳା() କରୋନା ମହାମାରୀ ସମୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜୋନ-୧୩ର ଥାନୁଆଳ ଗ୍ରାମପଞ୍ଚାୟତରେ ବାସ କରୁଥିବା ଅସହାୟ , ଗରିବ ଓ ଶ୍ରମିକ ପରିବାରଙ୍କୁ ସହଯୋଗର ହାତ ବଢାଇଛନ୍ତି କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ।
ଏହି ଫାଉଣ୍ଡେସନର ସଦସ୍ୟମାନେ ରେସନ ସାମଗ୍ରୀ ନେଇ…