କରୋନା ମୁକାବିଲା ପ୍ରଚ୍ଛଦପଟରେ ଅନେକ ଯୋଦ୍ଧା
ଭୁବନେଶ୍ୱର : ଓଡିଶା ସରକାରଙ୍କ କରୋନା ମୁକାବିଲା ନେଇ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଏହାର ଶ୍ରେୟ ସାଧାରଣତଃ ଏଥିରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ୍ମାନଙ୍କ ନିକଟକୁ ଯାଉଛି । ତେବେ ପରଦା ପଛରେ ଥିବା ଅନେକ ଯୋଦ୍ଧା ବି ଦିନରାତି ଏକ କରି କରୋନା ନିୟନ୍ତ୍ରଣରେ…